fbpx
Browsing Category

Top Stories

ହାଇସ୍କୁଲ ପଛପଟୁ ଠାବ ହେଲା ମଣିଷ କଙ୍କାଳ

ଭୁବନେଶ୍ୱର, ୨୯ା୧୧(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ଆଇଆରସି ଭିଲେଜ ପାଖରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଆଇଆରସି ଭିଲେଜ ହାଇସ୍କୁଲ ପଛପଟୁ ଏକ ମଣିଷ କଙ୍କାଳ ଠାବ ହୋଇଥିବା ସୂଚନା ମିଳିଛି । ଏକ…

ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର,୨୮ା୧୧(ଓଡ଼ିଶା ଭାସ୍କର): ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଡିସେମ୍ବର…

ବ୍ରହ୍ମପୁରରୁ ସ୍ୱାଭାବିକ ହେଲା ବସ୍ ସେବା

ବ୍ରହ୍ମପୁର,୨୮ା୧୧(ଓଡ଼ିଶା ଭାସ୍କର): ଆଜି ବ୍ରହ୍ମପୁରରୁ ସ୍ୱାଭାବିକ ହୋଇଛି ଘରୋଇ ବସ୍ ସେବା । ପରିବହନ ମନ୍ତ୍ରୀ ଓ ବସ ମାଲିକ ସଙ୍ଘର ଆଲୋଚନା ପରେ ଏହିପରି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲା ଭିତରେ ଚାଲୁଥିବା ବସ୍ ସିଟି…

ମହାରାଷ୍ଟ୍ର ୧୮ତମ ମୁଖ୍ୟମନ୍ତ୍ରୀ ଉଦ୍ଧବ

ମହାରାଷ୍ଟ୍ର, ୨୮ା୧୧: ମହାରାଷ୍ଟ୍ରରେ ମହାନାଟକରେ ପଡ଼ିଛି ପୂର୍ଣ୍ଣଛେଦ । ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ମହାରାଷ୍ଟ୍ର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମହାବିକାଶ ଆଘାଡ଼ିର ନେତା ତଥା ଶିବସେନା ମୁଖ୍ୟ…

ନନ୍ଦନକାନନରେ ହଳଦିଆ ଆନାକୋଣ୍ଡାର ମୃତ୍ୟୁ

ବାରଙ୍ଗ,୨୮ା୧୧(ଓଡ଼ିଶା ଭାସ୍କର): ନନ୍ଦନକାନନରେ ୨ବର୍ଷୀୟ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନର ଉପ-ନିର୍ଦ୍ଦେଶକ । ଗତମାସ ୨୨ ରେ ଚେନ୍ନାଇରୁ ୮ଟି ଆନାକୋଣ୍ଡା ଭୁବନେଶ୍ୱର ସ୍ଥିତ…

ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ

ଭୁବନେଶ୍ୱର,୨୮ ।୧୧(ଓଡିଶା ଭାସ୍କର): ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ସିଏଜି ରିପୋର୍ଟ । ଏହାକୁ ଗୃହରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୧୭-୧୮ର ବିନିଯୋଗ ହିସାବ ଓ ଆର୍ଥିକ ସ୍ଥିତିକୁ…

କିଛି ସମୟ ପରେ ମହାରାଷ୍ଟ୍ରରେ ଶପଥ ଗ୍ରହଣ ଉତ୍ସବ, କଂଗ୍ରେସ-ଏନସିପି-ଶିବସେନାରୁ ୨ଜଣ ଲେଖାଏଁ ମନ୍ତ୍ରୀ ମଧ୍ୟ ନେବେ ଶପଥ

ମହାରାଷ୍ଟ୍ର, ୨୮ା୧୧: କିଛି ସମୟ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଉଦ୍ଧବ ଠାକରେ । କଂଗ୍ରେସ, ଏନସିପି ଓ ଶିବସେନାରୁ ୨ଜଣ ଲେଖାଏଁ ମନ୍ତ୍ରୀ ମଧ୍ୟ ଶପଥ ନେବେ । ଏନସିପିରୁ ଶପଥ ନେବେ ଛଗନ…

ଏହି ୪ ରାଶିର ବ୍ୟକ୍ତି ସୁନା ଧାରଣ କଲେ ମିଳିଥାଏ ଶୁଭଫଳ

ଭାରତୀୟ ସମାଜରେ ସୁନା ପ୍ରତି ଏକ ଅଲଗା ଆକର୍ଷଣ ରହିଛି । ବାସ୍ତୁଶାସ୍ତ୍ରରେ ସୁନାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ସେହିପରି ଗ୍ରହ ଦୋଷ କାଟିବା ପାଇଁ ଦେବୀ-ଦେବତାଙ୍କୁ ମଧ୍ୟ ସୁନା ଦାନ କରାଯାଇଥାଏ । ତେବେ ବାସ୍ତୁ…

ଆହୁରି ୩ ମାସ କୋହଳ ହେଲା ଟ୍ରାଫିକ୍ ନିୟମ

ଭୁବନେଶ୍ୱର,୨୮ ।୧୧(ଓଡିଶା ଭାସ୍କର): ନୂଆ ଟ୍ରାଫିକ୍ ନିୟମକୁ ଆଉ ୩ ମାସ ପର୍ଯ୍ୟନ୍ତ କୋହଳ କରାଯାଇଛି । ଏନେଇ ଆଜି ବିଧାନସଭାରେ ଘୋଷଣା କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏହା ପୂର୍ବରୁ ୩ ମାସ ପାଇଁ ନୂଆ…

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମିଳିଲା ମଧ୍ୟାହ୍ନ ଭୋଜନ ଦାୟିତ୍ୱ

ଭୁବନେଶ୍ୱର,୨୮ା୧୧(ଓଡ଼ିଶା ଭାସ୍କର): ସ୍କୁଲରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରୁ ଶିକ୍ଷକମାନଙ୍କୁ ମୁକ୍ତ କରାଯାଇଛି । ଏଣିକି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଏହି ମଧ୍ୟାହ୍ନ ଭୋଜନ କଥା ବୁଝିବେ । ମିଶନ ଶକ୍ତି ଓ ଗଣ…