fbpx
Browsing Category

Top Stories

ଆସିଲା ୧୧ଜଣଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର, ୪/୫(ଓଡିଶା ଭାସ୍କର): ଆଜି ୧୧ଜଣ ଙ୍କ ଗସ୍ତ ବିବରଣୀ ଦେଇଛନ୍ତି ରାଜ୍ୟ ସରକାର। ୧୪୪, ୧୪୫, ୧୫୧, ୧୫୩, ୧୫୪, ୧୫୫, ୧୫୬, ୧୫୭, ୧୫୮ ଓ ୧୫୯ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ସରକାର।…

ବାଇକରେ ଆସି ଛୋଟପିଲାକୁ ଝାମ୍ପିନେଲା ମାଙ୍କଡ, ଦେଖନ୍ତୁ ଭିଡିଓ

ସବୁଆଡେ ଲକ୍-ଡାଉନ୍ ଚାଲିଥିବା ବେଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଗୋଟିଏ ମାଙ୍କଡ ବାଇକରେ ଆସି ଗଳିରେ ଖେଳୁଥିବା ଏକ ଛୋଟପିଲାକୁ ଝାମ୍ପିନେଇଥିଲା । କିଛି ଦୂରତା ପର୍ଯ୍ୟନ୍ତ…

ସବୁ ଜୋନରେ ସନ୍ଧ୍ୟା ୭ ରୁ ସକାଳ ୭ ସବୁ ବନ୍ଦ

ଭୁବନେଶ୍ୱର,୪/୫(ଓଡିଶା ଭାସ୍କର): ଏଣିକି ସବୁ ଜୋନର ସନ୍ଧ୍ୟା ୭ରୁ ସକାଳ ୭ ସବୁ ବନ୍ଦ ରହିିିବ। ରାଜ୍ୟର ସମସ୍ତ ୩ଟି ଜୋନରେ ବନ୍ଦ ରହିବ ସମସ୍ତ ଚଳପ୍ରଚଳ। ଲୋକେ ଘରୁ ନବାହାରିବା ଉପରେ କଟକଣା ଲାଗିଛି । କେବଳ ଜରୁୁୁରୀ…

ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ରଥ ନିର୍ମାଣ ହେବ: ଗଜପତି

ପୁରୀ, ୪ା୫(ଓଡ଼ିଶା ଭାସ୍କର): ରଥ ନିର୍ମାଣ କାର୍ଯ୍ୟ ପ୍ରସଙ୍ଗରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ରଥଯାତ୍ରାର ୨ମାସ ପୂର୍ବରୁ ରଥ ନିର୍ମାଣ ହୋଇଥାଏ । ଚଳତବର୍ଷ…

ସ୍ୱାସ୍ଥ୍ୟମନ୍ତ୍ରାଳୟର ଚେତାବନୀ, ଲକ୍-ଡାଉନ ଯୋଗୁଁ ଦେଶରେ ବଢିପାରେ ଜନସଂଖ୍ୟା

ଦେଶରେ କରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରୁ ଲଗାତାର ଲକ୍-ଡାଉନ୍ ବଢାଇଚାଲିଛନ୍ତି କେନ୍ଦ୍ର ସରକାର । ଏହି ସମୟରେ ଆଉ ଏକ ଚିନ୍ତା ଭାରତକୁ ଗ୍ରାସିବାରେ ଲାଗିଲାଣି । ଡେରାଡୁନ୍ ଜିଲ୍ଲା ଆଇନ ସେବା ପ୍ରାଧିକରଣ…

ବଡ଼ ଖବର: ଆସନ୍ତାକଲିଠାରୁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ

ପୁରୀ, ୪ା୫(ଓଡ଼ିଶା ଭାସ୍କର): ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ଥିବାବେଳେ ଏହି ସମ୍ପର୍କରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲିଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ରଥ ଖଳାରେ ରଥ…

ଚମତ୍କାର ! ବିଜୁଳି ଖୁଣ୍ଟରୁ ବାହାରୁଛି ପାଣି

ବିଜୁଜି ଖୁଣ୍ଟରୁ ବାହାରୁଛି ପାଣି । ଏଭଳି ଏକ ଅଦ୍ଭୁଦ ଦୃଶ୍ୟ ଉତ୍ତରପ୍ରଦେଶର ଅଲିଗଡରେ ଦେଖିବାକୁ ମିଳିଛି । ଭିଡିଓରେ ଦେଖିବାକୁ ମିଳୁଛି କି ଗୋଟିଏ ଖୁଣ୍ଟରୁ ଏକା ସାଙ୍ଗରେ ବିଜୁଳି ସମେତ ପାଣି ବାହାରୁଛି । ସ୍ଥାନୀୟ…

ଗ୍ରୀନ୍ ଜୋନରେ ଚାଲିବ ବସ୍

ଭୁବନେଶ୍ୱର, ୪ା୫(ସଡ଼ିଶା ଭାସ୍କର): କରୋନା ସତର୍କତାକୁ ଦୃଷ୍ଟିରେ ରଖି ବସ୍ ଚଳାଚଳକୁ ବନ୍ଦ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଗ୍ରୀନ୍ ଜୋନ ଭିତରେ ବସ ଚଳାଚଳ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗୋଟିଏ…

ରାଜ୍ୟରେ ଆଉ ୬କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୪ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୯କୁ ବୃଦ୍ଧି ପାଇଛି । ରାଜ୍ୟରେ ଚିହ୍ନଟ ହୋଇଥିବା ୬କରୋନା ଆକ୍ରାନ୍ତଙ୍କ…