fbpx
Browsing Category

Top Stories

ସଂଜୀବ ଚୋପ୍ରାଙ୍କୁ ମିଳିଲା ନୋଡ଼ାଲ ଅଫିସରର ଦାୟିତ୍ୱ

ଭୁବନେଶ୍ୱର, ୨ା୫(ଓଡ଼ିଶା ଭାସ୍କର): ରାଜ୍ୟ ଗୃହ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କୁ ନୋଡ଼ାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ନୋଡ଼ାଲ ଅଫିସର ଭାବେ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ମେ ୪ ପରେ ଅରେଞ୍ଜ ଓ ଗ୍ରୀନ୍ ଜୋନରେ ଖୋଲିବ ସେଲୁନ୍ ଓ ବିୟୁଟି ପାର୍ଲର

କରୋନା ଭାଇରସର ମାମଲା ବଢିଚାଲିଥିବାରୁ ଲକ୍-ଡାଉନ୍ ଅବଧିକୁ ପୁଣି ୨ ସପ୍ତାହ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ମେ ୩ରେ ଶେଷ ହେବାକୁ ଯାଉଥିବା ଲକ୍-ଡାଉନ୍ ମେ ୧୭ରେ ଖୋଲିବ । ଏହା ସହ ଦେଶର ୭୩୩…

ସୁରତରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ବସରେ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର, ୨ା୫(ଓଡ଼ିଶା ଭାସ୍କର): ସୁରତରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ବସରେ ଅଘଟଣ ଘଟିଛି । ଛତିଶଗଡ଼ ନିକଟରେ ବସରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଗଞ୍ଜାମ ସୋରଡ଼ା ନାରାୟଣପୁର ଗାଁର ବୋଲି ଜଣାପଡ଼ିଛି ।…

ଟ୍ରେନ୍ ଆଗକୁ ଡେଇଁ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ପ୍ରେମକୁ ଜିତେଇବାକୁ ଯାଇଁ ଟ୍ରେନ୍ ଆଗକୁ ଡେଇଁପଡି ଜୀବନ ହାରିଲେ ୨ ପ୍ରେମୀଯୁଗଳ । ଏଭଳି ଘଟଣା ବାରାଣାସୀ-ଜଙ୍ଘଇ ରେଳଖଣ୍ଡର କନ୍ଧିଆ ରେଳଟ୍ରାକ୍ ନିକଟରେ ଘଟିଯାଇଛି । ଆତ୍ମହତ୍ୟା କରିଥିବା ପ୍ରେମୀଯୁଗଳ ହେଉଛନ୍ତି…

ନବୀନଙ୍କୁ ୟେଦିୟୁରପ୍ପାଙ୍କ ପ୍ରଶଂସା

ଭୁବନେଶ୍ୱର, ୨ା୫(ଓଡ଼ିଶା ଭାସ୍କର): ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ସହ ଭିଡ଼ିଓ କନଫରେନ୍ସ ଜରିଆରେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…