Browsing Category
Top Stories
କରୋନାକୁ ନେଇ ଏହି ଭ୍ରମଗୁଡ଼ିକ ଆଜି ବି ଲୋକଙ୍କ ମଧ୍ୟରେ ରହିଛି, ଯାହାକି ସମ୍ପୂର୍ଣ୍ଣ ମିଛ ଅଟେ, ଜାଣନ୍ତୁ ସତ୍ୟତା
ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସମଗ୍ର ବିଶ୍ୱକୁ କବଳିତ କରି ରଖିଛି । ତେବେ ଏହି ସମୟ ମଧ୍ୟରେ କରୋନାର ନୂଆ ନୂଆ ଭାରିଆଣ୍ଟ ସାମନାକୁ ଆସିବା ସହ ଅନେକ ତଥ୍ୟ ବୈଜ୍ଞାନିକମାନେ ଖୁଲାସା କରିଛନ୍ତି । କୋଭିଡରେ…
ଜନ୍ମହେଲା ୮ ଗୋଡ଼ ଥିବା ଛେଳି, ଦେଖିବାକୁ ଜମିଲା ଲୋକଙ୍କ ଭିଡ଼
କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନା ଜିଲ୍ଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ୪ ନୁହେଁ ବରଂ ୮ ଗୋଡ ଥିବା ଛେଳି ଜନ୍ମ ହୋଇଛି । ଏଭଳି ଅଦ୍ଭୁଦ ଛେଳିର ଜନ୍ମ ହେବାର ଖବର ଶୁଣିବା ପରେ ତାକୁ ଦେଖିବା…
ଘରେ ଝାଡ଼ୁ ପୋଛା କରିବା ସମୟରେ ଏହିସବୁ କଥା ଉପରେ ଧ୍ୟାନ ରଖନ୍ତୁ, ଧନର ହେବ ବର୍ଷା
ଓଡ଼ିଶା ଭାସ୍କର ବ୍ୟୁରୋ: ଆମେ ସମସ୍ତେ ଜାଣିଛୁ ଯେ, ଝାଡ଼ୁ କରିବା ଦ୍ୱାରା ଘର ସଫା ସୁତରା ରହିଥାଏ ଏବଂ ଆମ ଚତୁର୍ପାଶ୍ୱରେ ସ୍ୱଚ୍ଛତା ମଧ୍ୟ ବଜାୟ ରହିଥାଏ । ଏହା ବ୍ୟତୀତ ଯଦି ଆପଣ ଝାଡ଼ୁ କରିବା ସମୟରେ କିଛି କଥା ଉପରେ…
ଖବରକାଗଜ ମାଲିକ ଫସିଲେ, ସିବିଆଇ ଧରିଲା ଠକେଇ ପାଇଁ…
ଓଡ଼ିଶା ଭାସ୍କର ବ୍ୟୁରୋ: ଆଳ ଥିଲା ଖବରକାଗଜ । ଆଉ ସରକାରୀ ବିଜ୍ଞାପନ ପାଇଁ କରୁଥିଲେ ସମସ୍ତ ପ୍ରକାର ଷଡ଼ଯନ୍ତ୍ର । ଏହି ଠକେଇ ପାଇଁ ଧରିନେଲା ସିବିଆଇ ଆଉ ଫସିଲେ ଖବରକାଗଜ ମାଲିକ । ଦୀର୍ଘ ବର୍ଷ ଧରି ଏଭଳି କାଣ୍ଡ…
ଜାତୀୟ ପୁରସ୍କାର ବିଜେତା କାର୍ଟୁନିଷ୍ଟ ଗୌତମ ବେନେଗଲଙ୍କ ପରଲୋକ
ମୁମ୍ବାଇ: ଜାତୀୟ ପୁରସ୍କାର ବିଜେତା ଲେଖକ, କାର୍ଟୁନିଷ୍ଟ, ଆନିମେସନ୍ ଫିଲ୍ମ ନିର୍ମାତା ଗୌତମ୍ ବେନେଗଲ୍ ଙ୍କର ଆଜି ପରଲୋକ ହୋଇଯାଇଛି । ସେ ୫୬ ବର୍ଷ ବୟସରେ ପରଲୋକ ହୋଇଛନ୍ତି । ଏନେଇ ତାଙ୍କ ବନ୍ଧୁ କାଇଜାଦ୍ କୋଟୱାଲ୍…
ସମ୍ପତ୍ତି ଲୋଭରେ ଘୋଷାଡ଼ି ପିଟୁଛି ବୋହୂ, କାନ୍ଦି ନୟାନ୍ତ ହେଲେଣି ଶାଶୂ
ବଲାଙ୍ଗୀର(ଓଡ଼ିଶା ଭାସ୍କର): ସବୁଜ ଶାଢ଼ି ପିନ୍ଧିଥିବା ବୋହୂ କିନ୍ତୁ ମନରେ ରାଗି ପୂରା ଲାଲ୍ । ଶାଶୂକୁ ଦେଉଛନ୍ତି ନିର୍ଯାତନା । ସ୍ୱାମୀଙ୍କ ମୃତ୍ୟୁ ପରେ ସମ୍ପତ୍ତି ଲୋଭରେ ଶାଶୂକୁ ନାକେଦମ୍ କରିସାରିଲେଣି । ଏଭଳି…
ଛୁଇଁଲେ ଦାୟର ହେବ ମାମଲା: ଶାରୀରିକ ସମ୍ପର୍କ ନ ରଖିଲେ ମଧ୍ୟ ରେପ୍ କୁହାଯିବ, ହାଇକୋର୍ଟ ଦେଲେ ରାୟ
ନୂଆଦିଲ୍ଲୀ: ଦେଶରେ ଘଟୁଥିବା ଯୌନ ସଂକ୍ରାନ୍ତୀୟ ମାମଲାକୁ ନେଇ ବିଭିନ୍ନ ସମୟରେ ନ୍ୟାୟାଳୟ ଅଲଗା ଅଗଲା ରାୟ ଦେଇଛନ୍ତି । ତେବେ ଅନେକ ସମୟରେ କୋର୍ଟଙ୍କର ଏପରି କିଛି ରାୟ ଜନସାଧାରଣଙ୍କୁ ତାଜୁବ୍ କରିଦେବା ସହ…
ଦୁନିଆର ସବୁଠାରୁ ଖତରନାକ୍ କମାଣ୍ଡୋ: ପିଅନ୍ତି ନାଗସାପ ରକ୍ତ, ଖାଆନ୍ତି ବିଷଧର ବିଛା
ଓଡ଼ିଶା ଭାସ୍କର ବ୍ୟୁରୋ: ଦୁନିଆରେ ଏମିତି କିଛି କମାଣ୍ଡେ ରହିଛନ୍ତି ଯେଉଁମାନଙ୍କ ପକ୍ଷେ କୌଣସି ବି ମିଶନ୍ ଅସାଧ୍ୟ ନୁହେଁ । ସବୁ ପ୍ରକାର ଜଟିଳ ପରିସ୍ଥିତିରେ ଏମାନେ ନିଜର ଜିତ୍ ହାସଲ କରିକି ହିଁ ଫେରନ୍ତି ।…
ଗାଧୁଆଘରେ ବୋହୂ ଦେହରେ ନିଆଁ, ୩ ମାସର ସଂସାରକୁ ଭାଙ୍ଗିଲା କିଏ?
କଟକ(ଓଡ଼ିଶା ଭାସ୍କର): ବୋହୂ ହୋଇ ଆସିଥିଲେ, ସ୍ୱପ୍ନ ଦେଖିଥିଲେ ସୁନାର ସଂସାର । ସ୍ୱାମୀ ସହ ସୁଖଦୁଃଖର ସାଥୀ ହୋଇ ଜୀବନ କାଟିବାକୁ କରୁଥିଲେ ଚେଷ୍ଟା । କିନ୍ତୁ ହଠାତ୍ କାଳ ଆସିଗଲା । ଗାଧୁଆଘରେ ପୋଡ଼ି ହୋଇ ମରିଯିବା…
ଗାଁ ଦାଣ୍ଡରେ ହାଣି ମାରିଦେଲେ, ସବୁ ଜଳକା
ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଅଶାନ୍ତ ଗଞ୍ଜାମରେ ପୁଣି ଜଣଙ୍କୁ ହତ୍ୟା । ଗାଁ ଦାଣ୍ଡରେ ହାଣି ମାରିଦେଲେ । ଏଭଳି ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାହାଡ଼ାରେ ।
ଜାହାଡ଼ା ଗାଁ…