fbpx
Browsing Category

Top Stories

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି । ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି । ସୋମବାର ୧୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ମଙ୍ଗଳବାର ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିଛି ।…

ମେ’ ୩ ଯାଏଁ ଗଡିବନି ଟ୍ରେନ୍

ନୂଆଦିଲ୍ଲୀ,୧୪ ।୪: କରୋନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ଲକ୍-ଡାଉନ୍ ଅବଧିକୁ ମେ ୩ ପଯ୍ୟନ୍ତ ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଏକ ବଡ…

ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଜଣକ ଯାଜପୁରର

ଯାଜପୁର, ୧୪ା୪(ଓଡ଼ିଶା ଭାସ୍କର): ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଜଣକ ଯାଜପୁରର ବୋଲି ସୂଚନା ମିଳିଛି । ଏହାସହ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ନିକଟରେ ଏହି କରୋନା ଆକ୍ରାନ୍ତ ଜଣକ…

ମଣିଷ ହାଡରୁ ୪ ଲକ୍ଷ ଟଙ୍କାର ହ୍ୟାଣ୍ଡବ୍ୟାଗ୍ ତିଆରି କଲେ ଧନୀ ଡିଜାଇନର, ତାତିଲେ ଲୋକେ

ଜଣେ ଧନୀ ଡିଜାଇନର ଏପରି ଏକ ହ୍ୟାଣ୍ଡବ୍ୟାଗ ବିକ୍ରି କରୁଛନ୍ତି, ଯେଉଁଥିରେ ମଣିଷର ମେରୁଦଣ୍ଡ ଓ କୁମ୍ଭୀରର ଜିଭ ବ୍ୟବହାର ହୋଇଛି । ଏହି ଡିଜାଇନର ବ୍ୟାଗର ଦାମ୍ ୩ ଲକ୍ଷ ୮୧ ହଜାର ଟଙ୍କାରୁ ଅଧିକ ରଖିଛି । ରିପୋର୍ଟ…

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସନାତନ ବିସିଙ୍କ ବିୟୋଗରେ ବିଜୁ ଜନତା ଦଳର ଶୋକ

ଭୁବନେଶ୍ୱର,୧୪/୪, ଓଡିଶାର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ, ପ୍ରାକ୍ତନ ରାଜ୍ୟସଭା ସଦସ୍ୟ, କ୍ରୀଡାବିତ, କ୍ରୀଡ଼ା ସଙ୍ଗଠକ ତଥା ପଶ୍ଚିମ ଓଡିଶାର ବର୍ଷିଆନ ରାଜନେତା ସନାତନ ବିସିଙ୍କର ମଙ୍ଗଳବାର ସକାଳେ ପରଲୋକ ଘଟିଛି।…

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

1. ମଇ 3 ଯାଏଁ ବଢିଲା ଲକ ଡାଉନ 2. ଲକ ଡାଉନରେ ଆପଣମାନେ କଷ୍ଟ ସହିଥିବାରୁ ଧନ୍ୟବାଦ | 3. ସାମାଜିକ ଦୂରତ୍ୱ ଓ ଲକ ଡାଉନ ପାଇଁ କରୋନା ଉପରେ ଅଙ୍କୁଶ ଲଗାଇବାରେ ସମର୍ଥ ହୋଇପରିଛେ | 4. ନୂଆ ମାମଲା ଆସିଲେ ଲକ ଡାଉନ…

ଏହି ଦେଶର ରାଷ୍ଟ୍ରପତି କହିଲେ- ଭୋଡକା ହେଉଛି କରୋନାର ଔଷଧ, କେହି ମରିବେ ନାହିଁ! ଜାଣନ୍ତୁ ସତ୍ୟ

ଭୋଡକାକୁ କରୋନା ଭାଇରସର ଔଷଧ ବୋଲି କହିଥିବା ବେଲାଋସର ରାଷ୍ଟ୍ରପତି ଆଉ ଏକ ଅଦ୍ଭୁଦ ଦାବି କରିଛନ୍ତି । ଆଲେକ୍ସଜାଣ୍ଡାର ଲୁକାଶେଙ୍କୋ କହିଛନ୍ତି ଯେ ତାଙ୍କ ଦେଶରେ କରୋନାରେ କେହି ମରିନଥିବା ବେଳେ ଆଗକୁ ମଧ୍ୟ କାହାର…

ଦେଶରେ ମେ ୩ଯାଏଁ ଲକ୍ ଡ଼ାଉନ

ନୂଆଦିଲ୍ଲୀ, ୧୪ା୪: କରୋନା ନେଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି । ସେ ଦେଶବାସୀଙ୍କୁ ସମ୍ବୋଧନ କରିବା ସହ ଦେଶରେ ଥିବା ଲକ୍ ଡ଼ାଉନ ଅବଧିକୁ ବୃଦ୍ଧ କରିଛନ୍ତି । ମେ ୩ ଯାଏଁ ଦେଶ ଲକ୍…