fbpx
Browsing Category

Top Stories

ଆଇସୋଲେସନ୍ ୱାର୍ଡରେ ପରିଣତ ହେଲା ଟ୍ରେନ୍ କୋଚ୍‌

ଭୁବନେଶ୍ୱର, ୪ା୪ (ଓଡ଼ିଶା ଭାସ୍କର): ଟ୍ରେନ୍ କୋଚ୍‌ଗୁଡ଼ିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରାଯାଇଛି । ଭୁବନେଶ୍ୱରରେ ୨୬୧ଟି କୋଚ୍‌କୁ ଏପରି କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ଘୋଷଣା କରାଯାଇଛି । ଟ୍ରେନ୍…

ଦେଶରେ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢିପାରେ ଲକ୍-ଡାଉନ୍ ଅବଧି: ରିପୋର୍ଟ

ନୂଆଦିଲ୍ଲୀ,୪ ।୪: ଦେଶରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଆମେରିକା ପରାମର୍ଶଦାତା ସଂସ୍ଥା ବୋଷ୍ଟନ୍ କନ୍ସଲ୍ଟିଂ ଗ୍ରୁପର ଏକ ନୂତନ ଅଧ୍ୟୟନ ଅନୁସାରେ, କରୋନା…

ଚାଲି ଚାଲି ଫେରିଲେ ୨୮ ଦାଦନ ଶ୍ରମିକ, ଉଦ୍ଧାର କଲା ପ୍ରଶାସନ

ବାଲିମେଳା ୪/୪(ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲା ଓରକେଲ ପୋଲସ ଓ ସ୍ଥାନୀୟ ପ୍ରଶାସନ ୨୮ ଶ୍ରମିକ ଙ୍କୁ ଉଦ୍ଧାର କଲା । ମିଳିଥିବା ସୂଚନା ଅନୁଯାୟି ଗତ ୨ମାସ ତଳେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ…

ପିପିଲିର ଦୁଇ ଗାଁ ଦଶ ଦିନ ପାଇଁ ସଟଡାଉନ

ଭୁବନେଶ୍ୱର, ୪ା୪(ଓଡ଼ିଶା ଭାସ୍କର): ପିପିଲିର ଦୁଇଟି ଗାଁରେ ୧୦ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ଉପଜିଲ୍ଲାପାଳ । ଦାନଗହିରୀ ଓ ଜୟପୁର ଶାସନ ଅଞ୍ଚଳ ସଟଡାଉନ କରାଯାଇଛି । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ…

କରୋନା ମୁକାବିଲା: ଶରୀରର ଇମ୍ୟୁନିଟି ପାୱାର ବଢ଼ିବ କିପରି ?

ନୂଆଦିଲ୍ଲୀ, ୪ା୪: ଗରମ ପାଣି, ହର୍ବାଲ୍ ଚା କରୋନା ଭୁତାଣୁର ସଂକ୍ରମଣକୁ ମୁକାବିଲା କରିବାରେ ରାମବାଣ ସାବ୍ୟସ୍ତ ହେବ । ଏନେଇ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏକ ଆଡ଼ଭାଇଜରି ଜାରି କରାଯାଇଛି । ଏଥିରେ…

କରୋନାର କରାଳରୂପ , ୬୦ରୁ ଅଧିକ ଡାକ୍ତର ଓ ନର୍ସ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ, ୪ା୪:  କରୋନା ଭାଇରସ୍ ସହ ଲଢେଇ କରୁଥିବା ଡାକ୍ତର ମଧ୍ୟ ଏହି ରୋଗର ସଂକ୍ରମଣରେ ଆସିଛନ୍ତି। ଏପର୍ଯ୍ୟନ୍ତ ୬୦ରୁ ଅଧିକ ଡାକ୍ତର ଓ ମେଡିକାଲ ଷ୍ଟାଫ୍ ଙ୍କର ପଜିଟିଭ ଆସିସାରିଲେଣି। ଯେଉଁ ଡାକ୍ତର ଓ ମେଡିକାଲ…

୪୫ଜଣଙ୍କୁ ଉଠାଇ ନେଲା ପୋଲିସ, କ୍ୱାରେଣ୍ଟାଇନ୍‌ରେ ରଖିଲା

ଭୁବନେଶ୍ୱର, ୪ା୪ (ଓଡ଼ିଶା ଭାସ୍କର): ସଟ୍‌ଡାଉନ୍ ସମୟରେ ନିୟମ ନମାନି ବୁଲାବୁଲି କରିବା ଅଭିଯୋଗରେ କେବଳ ଭୁବନେଶ୍ୱରରୁ ୪୫ଜଣଙ୍କୁ ପୋଲିସ ଉଠାଇ ନେଇ କ୍ୱାରେଣ୍ଟାଇନ୍‌ରେ ରଖିଛି । କେବଳ ଖଣ୍ଡଗିରି ଥାନା ଅଞ୍ଚଳରୁ…

ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌

ଭୁବନେଶ୍ୱର, ୪ା୪ (ଓଡ଼ିଶା ଭାସ୍କର): ସଟ୍ ଡାଉନ୍ ସମୟରେ ରାଜ୍ୟବାସୀଙ୍କୁ ସହଯୋଗ ପାଇଁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚେତନ ଓ ସତର୍କ ରହିଲେ ଆମେ କରୋନା ଭଳି ମହାମାରୀକୁ ରୋକିବାରେ ସଫଳ ହେବା…