Browsing Category

Top Stories

ନକ୍ସଲ୍ ଶିବିର ଥରାଇଦେଲେ ସି-୬୦ କମାଣ୍ଡୋ

ମୁମ୍ବାଇ: ମହାରାଷ୍ଟ୍ରର ଗଢ଼ଚିରୌଲିରେ ସି-୬୦ କମାଣ୍ଡୋ ମାନେ ନକ୍ସଲଙ୍କ ଉପରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଅପରେସନ୍ ଜାରି ରହିଥିବାବେଳେ ଏନକାଉଣ୍ଟର୍ କରିଥିଲେ କମାଣ୍ଡୋ ବାହିନୀ । ଫଳରେ ଅତି କମ୍ରେ ୧୩…

ରେସଲର ସାଗର ହତ୍ୟାକାଣ୍ଡ ମାମଲା: ପୋଲିସକୁ ମିଳିଲା ଫେରାର୍ ଅଭିଯୁକ୍ତ ସୁଶୀଲ କୁମାରଙ୍କ ନୂଆ ଲୋକେସନର ଠିକଣା

ନୂଆଦିଲ୍ଲୀ, ୨୧ା୫: ଜୁନିୟର ରେସଲର ସାଗର ଧନକରଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଅଲମ୍ପିକ ପଦକ ବିଜେତା ରେସଲର ସୁଶୀଲ କୁମାରଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଜୋରଦାର ଚଢ଼ାଉ ଜାରି ରହିଛି । ତେବେ ପୋଲିସକୁ…

ଏଣିକି ସହଜରେ ପାଇବେ ଭେରିଫାୟାଡ୍ ଟୁଇଟର୍ ଆକାଉଣ୍ଟ୍

ନୂଆଦିଲ୍ଲୀ : ପ୍ରାୟ ୩ ବର୍ଷର ବ୍ୟବଧାନ ପରେ ଟୁଇଟର୍ ପକ୍ଷରୁ ପବ୍ଲିକ୍ ଭେରିଫିକେସନ୍ ଆରମ୍ଭ ହୋଇଛି । ଅର୍ଥାତ୍ ଏବେ ଯେ କୌଣସି ଲୋକ ନିଜ ଟୁଇଟର୍ ଆକାଉଣ୍ଟକୁ ଭେରିଫାୟାଡ୍ ଟୁଇଟର୍ ଆକାଉଣ୍ଟ କରିପାରିବେ । ତେବେ…

ଝାରପଡା ଜେଲରେ ୯୬ କଏଦୀ କରୋନ ପଜିଟିଭ୍

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ମୃତକଙ୍କ ସଂଖ୍ୟାକୁ ନେଇ ମଧ୍ୟ ଚିନ୍ତା ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ଓଡିଶାରେ ମଧ୍ୟ ସଂକ୍ରମଣ କମିବାର ନାଁ ଧରୁନି…

ଦେଶ ଅଧିକ କ୍ରିୟାଶୀଳ ହେବାର ସମୟ ଆସିଯାଇଛି

ନୂଆଦିଲ୍ଲୀ: ସବୁ ଭାରତୀୟଙ୍କ ଯୁଦ୍ଧକାଳୀନ ଭିତରେ ମାଗଣା ଟିକା ଦିଆଯାଉ । ଏଥିସହ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉଭୟ କ୍ଷେତ୍ରରେ ଆରଟି-ପିସିଆର୍ ଟେଷ୍ଟ୍ ପାଇଁ ତ୍ୱରିତ ବ୍ୟବସ୍ଥା କରାଯାଉ । ଏଭଳି ମର୍ମରେ ୧୧୬ ଜଣ ପୂର୍ବତନ…

ପରଲୋକରେ ହ୍ୟୁମାନ ସାଗରଙ୍କ ବାପା

କଟକ(ଓଡ଼ିଶା ଭାସ୍କର) : ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବାପା ରବିଚନ୍ଦ୍ର ସାଗରଙ୍କର ନିଧନ ହୋଇଯାଇଛି । ହ୍ୟୁମାନ ସାଗରଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ବେଳେ ଏକ ଘରୋଇ ହସ୍ପିଟାଲରେ ସେ…

ମାଆ କୋଳର ସୁରକ୍ଷା କବଚକୁ ଭେଦ କରିପାରିଲାନି ଭୟଙ୍କର ମିସାଇଲ୍, ଉଦ୍ଧାର ହେଲା ୫ ମାସର ଶିଶୁ

ନୂଆଦିଲ୍ଲୀ, ୨୧ା୫: ଇସ୍ରାଏଲ ଓ ହମାସ ଆତଙ୍କବାଦୀ ଗୋଷ୍ଠୀ ମଧ୍ୟରେ ଗାଜାରେ ଚାଲିଥିବା ଭୟଙ୍କର ସଂଘର୍ଷରେ ଅନେକ ଲୋକ ପ୍ରାଣ ହରାଇବା ସହ ବିପୁଳ କ୍ଷୟକ୍ଷତି ଘଟିଛି । ତେବେ ଗାଜାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମନାକୁ…

ଦେଶରେ ଆଜି ୪୨୦୯ ମୃତ, ୨.୫୯ ଲକ୍ଷ ସଂକ୍ରମିତ

ନୂଆଦିଲ୍ଲୀ, ୨୧ା୫ : ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୨୦୯ ଜଣଙ୍କ…

ବିଳମ୍ବିତ ହୋଇପାରେ ମାଟ୍ରିକ୍ ପରୀକ୍ଷା ରେଜଲ୍ଟ ଘୋଷଣା, ଚିନ୍ତାରେ ଛାତ୍ରଛାତ୍ରୀ

କଟକ, ୨୧ା୫ (ଓଡିଶା ଭାସ୍କର): ଦଶମ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ନେଇ ଆଶଙ୍କା ଦେଖାଦେଇଛି । ପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସଇକୁ ଅନୁସରଣ କରିଆସୁଥିଲା । କରୋନା ପାଇଁ ବର୍ତ୍ତମାନ ସିବିଏସଇ ତା’ର ମୂଲ୍ୟାୟନ…

କ୍ରୋଧ ଓ ମଦ ନିଶାର କମାଲ୍: ୧ କ୍ୱିଣ୍ଟାଲ ଓଜନର ମହିଳା ପତିଙ୍କ ମୁହଁ ଉପରେ ବସିପଡ଼ିଲେ, ଦୁଇ ମିନିଟ୍ ମଧ୍ୟରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ, ୨୧ା୫: ଜଣେ ମହିଳାଙ୍କ ଅତ୍ୟଧିକ ଓଜନ ପାଇଁ ଜଣେ ବ୍ୟକ୍ତିଙ୍କର ପ୍ରାଣ ଚାଲିଯାଇଛି । ଏଭଳି ଏକ ଘଟଣା ରୁଷରେ ଘଟିଛି । ରୁଷର ସାଇବେରିଆ ଅଞ୍ଚଳରେ ଦମ୍ପତ୍ତିଙ୍କ ଭିତରେ ଝଗଡ଼ା ହୋଇଥିଲା । ଏହି ସମୟରେ ରାଗିକରି…