Browsing Category

Top Stories

ଆଇସିୟୁରେ ଦୟନୀୟ ଅବସ୍ଥାରେ ପଡିଛନ୍ତି ହେଲେ ପ୍ରକୃତି ଛାଡୁନାହାନ୍ତି, ଦେଖୁନାହାନ୍ତି ବେଡରେ ପଡି କି ହରକତ୍ କରୁଛନ୍ତି…….

ନୂଆଦିଲ୍ଲୀ, ୨୪ା୪ : କରୋନା ପାଇଁ ଦେଶବ୍ୟାପୀ ଲୋକ ହନ୍ତସନ୍ତ ହେଉଛନ୍ତି । ତା ଉପରେ ପୁଣି ଅକ୍ସିଜେନ୍ ମିଳୁନଥିବାରୁ ଅକାଳରେ ଲୋକଙ୍କ ଜୀବନ ଚାଲିଯାଉଛି । ପ୍ରତିଦିନ ହଜାର ସଂଖ୍ୟାରେ ଲୋକେ ଭୁତାଣୁକୁ ମାତ୍ ଦେଇ ନ…

ପୁଣି ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୨୪ା୪ (ଓଡିଶା ଭାସ୍କର): ପୁଣି ଓଏଏସ୍ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ଆଜି ଏକ ବିଜ୍ଞପ୍ତି ଜାରି କରାଯାଇଛି । ମୋଟ…

ଏହି ସହରର ବ୍ୟବସାୟୀ ସଂଘ ଲାଗୁ କଲା ଲକଡାଉନ୍, ଏତିକି ଦିନ ବନ୍ଦ ରହିବ ସମସ୍ତ ବଜାର, ଜାଣନ୍ତୁ କେବେ

ନୂଆଦିଲ୍ଲୀ, ୨୪ା୪: ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ଭୟଙ୍କର ଭାବେ ବଢ଼ି ଚାଲିଛି । ତେଣୁ ସାଂପ୍ରତିକି ସ୍ଥିତିରେ ଉପୁଜିଥିବା ସମସ୍ୟାକୁ ଦୂର କରିବା ପାଇଁ ଦିଲ୍ଲୀର ବ୍ୟବସାୟୀ ସଂଘ ପକ୍ଷରୁ ଲକଡାଉନ୍ ଘୋଷଣା…

ଗୁରୁ ରନ୍ଧାୱାଙ୍କ ସହ ମସ୍ତି କରୁଛନ୍ତି ଉର୍ବଶୀ, ଦେଖନ୍ତୁ ଭିଡିଓ

ମୁମ୍ବାଇ, ୨୪ା୪ : ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌଟେଲା ନିଜର ପ୍ରତିଟି ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ସୋସିଆଲ ମିଡିଆରେ ସବୁଦିନ କିଛି ନା କିଛି ଫ୍ୟାନ୍ସ ମାନଙ୍କ ପାଇଁ ସେ ସେୟାର କରନ୍ତି । ଏଥିସହିତ…

ଫ୍ୟାଟରୁ ଫିଟ୍ ହୋଇ ବଲିଉଡରେ ରାଜ୍ କରୁଛନ୍ତି ଏହି ସେଲେବ୍ ମାନେ, ଦେଖନ୍ତୁ ଫଟୋ

ମୁମ୍ବାଇ,୨୪ା୪ : ମୋଟା ହେବା ସାଧାରଣତଃ କାହାକୁ ବି ପସନ୍ଦ ନୁହେଁ । ତେଣୁ ଅଧିକାଂଶ ଯୁବପିଢ଼ି ସ୍ଲିମ୍ ରହିବାକୁ ପସନ୍ଦ କରନ୍ତି । ଆଉ ନିଜ ମନ ପସନ୍ଦର ଖାଇବା ଛାଡି ପତଳା ହେବାରେ ଲାଗିପଡନ୍ତି । ତେବେ ଏଥିରୁ ଆମ…

ଘାଇଲା କରୁଛି କରୋନା! ସେପଟେ ଅକ୍ସିଜେନ୍ ଅଭାବରୁ ଚାଲିଗଲା ୨୫ ଜୀବନ

ନୂଆଦିଲ୍ଲୀ,୨୪ ।୪: ସାରା ଦେଶରେ କରୋନା ମାମଲା ବଢୁଥିବା ବେଳେ ଏଥିରୁ ବାଦ୍ ପଡିନି ରାଜଧାନୀ ଦିଲ୍ଲୀ । ରାଜଧାନୀରେ ଅଧିକ ସଂଖ୍ୟକ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହେଉଥିବା ବେଳେ ଗୁରୁତରମାନଙ୍କୁ ବଞ୍ଚାଇବାକୁ…

ବିବାହ ପରେ ପାର୍ଟନରଙ୍କ ସହ ବିଶ୍ୱାସଘାତକତା କରିବାରେ ଏହି ଦେଶ ସବୁଠାରୁ ଆଗୁଆ

ବିଭିନ୍ନ ଦେଶରେ ବିବାହ ଉତ୍ସବ ଭିନ୍ନ ଭିନ୍ନ ଧରଣର ହୋଇଥାଏ । ପରମ୍ପରା ଓ ପ୍ରଥା ଦୃଷ୍ଟିରୁ ଲୋକମାନେ ଅଲଗା ଅଲଗା ଢଙ୍ଗରେ ବିବାହ କରିଥାନ୍ତି । କେତେକଙ୍କର ବିବାହ ପରେ ଦାମ୍ପତ୍ତ୍ୟ ଜୀବନ ସୁଖମୟ ହୋଇଥାଏ ତ ଆଉ…

ରାଜ୍ୟକୁ ଆସିବ ୧ ଲକ୍ଷ କୋଭିସିଲଡ୍ ଟିକା

ଭୁବନେଶ୍ୱର,୨୪ା୪ : ରାଜ୍ୟରେ ଆଜିଠାରୁ ସଟଡାଉନ୍ ଜାରି ରହିଥିବା ବେଳେ ବିମାନବନ୍ଦର ଯୋଗେ ଓଡିଶା ଆସୁଛି ୧ ଲକ୍ଷ କୋଭିସିଲଡ୍ ଟିକା । ତେବେ ଶନିବାର ଏବଂ ରବିବାର ସଟଡାଉନ୍ ଘୋଷଣା ହୋଇଥିବା ବେଳେ ଟିକାକରଣ ବନ୍ଦ ରହିଛି…

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ଏନ ଭି ରମଣ

ନୂଆଦିଲ୍ଲୀ , ୨୪/୦୪: ସୁପ୍ରିମକୋର୍ଟର ୪୮ତମ ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ନୁଥାଲାପତି ଭେଙ୍କଟ ରମଣ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଅୟୋଜିତ ସମାରୋହରେ ଏନଭି ରମଣଙ୍କୁ ଶପଥ ପାଠ କରାଇଛନ୍ତି…