Browsing Category

Top Stories

ଭାରତରେ ତାଣ୍ଡବ ରଚିପାରେ ଚୀନରୁ ମାଡ଼ି ଆସୁଥିବା ଆଉ ଏକ ଖତରନାକ ରୋଗ!

ସାରା ବିଶ୍ୱ ଏବେ କରୋନା ଭାଇରସରେ ଘାଣ୍ଟି ହେଉଥିବା ବେଳେ ସେହିପରି ଆଉ ଏକ ଖରାପ ଖବର ସାମ୍ନାକୁ ଆସିଛି । ଚାଇନାରୁ କରୋନା ଭାଇରସ ଭଳି ଆଉ ଏକ ଖତରନାକ ଓ ମାରାତ୍ମକ ରୋଗ ମାଡ଼ି ଆସୁଛି । ଏହି ରୋଗ ପୂର୍ବରୁ ମଧ୍ୟ ସମଗ୍ର…

ରାଜ୍ୟରେ ଆଉ ୨୬୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୬ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୪୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୬୨ଜଣ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୬୪୮୬କୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ…

କୋଭିଡ ହସ୍ପିଟାଲରୁ କରୋନା ରୋଗୀ ଚମ୍ପଟ

ନବରଙ୍ଗପୁର,୬ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମାମଲା ବଢି ବଢି ଚାଲିଥିବା ବେଳେ ଅମାନିଆ ହେଉଛନ୍ତି ଲୋକେ । ଏହାରି ମଧ୍ୟରେ ନବରଙ୍ଗପୁର ଜିଲ୍ଲା କୋଭିଡ କେୟାର ସେଣ୍ଟରରୁ ଜଣେ କରୋନା ରୋଗୀ ଚମ୍ପଟ ମାରିଛି ।…

ରାଜ୍ୟରେ ଆସନ୍ତାକାଲିଠାରୁ କାଉଣ୍ଟରରେ ମିଳିବ ଦେଶୀ ମଦ

ଭୁବନେଶ୍ୱର, ୬ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବାରୁ ସତର୍କତା ଦୃଷ୍ଟିରୁ ସମସ୍ତ ମଦ ଦୋକାନକୁ ବନ୍ଦ ରଖାଯାଇଥିଲା । କିନ୍ତୁ ଆସନ୍ତାକାଲିଠାରୁ ରାଜ୍ୟରେ କାଉଣ୍ଟରରେ ଦେଶୀ ମଦ…

ରିଲିଜ ହେଲା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟ୍ରେଲର

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ ଦିଲ ବେଚାରା’ର ଟ୍ରେଲର ଆଜି ସୋସିଆଲ ମିଡିଆରେ ରିଲିଜ ହୋଇସାରିଛି । ଏହି ଫିଲ୍ମରେ ସୁଶାନ୍ତଙ୍କ ସହ ନଜର ଆସିଛନ୍ତି ସଞ୍ଜନା ସାଙ୍ଘୀ । ସୁଶାନ୍ତଙ୍କ ମୃତ୍ୟୁ…

୨୧ ଜୁଲାଇରୁ ଆରମ୍ଭ ହୋଇପାରେ ଅମରନାଥ ଯାତ୍ରା, ଜାଣନ୍ତୁ କେତେ ଶ୍ରଦ୍ଧାଳଙ୍କୁ ମିଳିବ ଅନୁମତି?

ନୂଆଦିଲ୍ଲୀ,୬ ।୭: ଜୁଲାଇ ୨୧ ତାରିଖରୁ ଆରମ୍ଭ ହୋଇପାରେ ଅମରନାଥ ଯାତ୍ରା । ସୂଚନା ମୁତାବକ, ଚଳିତ ବର୍ଷ କେବଳ ୧୦,୦୦୦ ଭକ୍ତଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ । ଏହାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ସୁରକ୍ଷା…