Browsing Category

Top Stories

ଯୋଦ୍ଧାଙ୍କ ପାଇଁ ଆସିଲା ଏସିଯୁକ୍ତ ପିପିଇ କିଟ୍

ଭୁବନେଶ୍ୱର, ୧୫/୮(ଓଡିଶା ଭାସ୍କର): ଦେଶ ଓ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେଣୁ ଏହି ମହାମାରିର  ଲଢେ଼ଇ ପାଇଁ କରୋନା ଯୋଦ୍ଧାମାନେ ଦିନ ରାତି କାମ କରୁଛନ୍ତି। ଏହାରି ମଧ୍ୟରେ ଯୋଦ୍ଧାଙ୍କ…

ଭୁବନେଶ୍ବରରେ ଆଜି ୨୭୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୧୫/୮(ଓଡିଶା ଭାସ୍କର): ଭୁବନେଶ୍ବରରେ ଆଜି ପୁଣି ୨୭୭ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୧୩୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ସଂଗରୋଧ କେନ୍ଦ୍ରରୁ ୧୮୧ଜଣ ଓ ସ୍ଥାନୀୟ ଅଞ୍ଚଳରୁ…

ରାଜ୍ୟରେ ସ୍କୁଲ ଖୋଲିବା ନେଇ କଣ କହିଲେ ମନ୍ତ୍ରୀ?

ଭୁବନେଶ୍ବର,୧୫/୮(ଓଡିଶା ଭାସ୍କର): କରୋନା ସଙ୍କଟରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ଚାଲିଛି କଳ୍ପନାଜଳ୍ପନା। ଏହାରି ମଧ୍ୟରେ ସ୍କୁଲ ଖୋଲିବ ନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେ…

ପିକ୍‌ଅପ ଭ୍ୟାନ ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ଜଗତସିଂହପୁର , ୧୫/୮(ଓଡ଼ିଶା ଭାସ୍କର) ଜଗତସିଂହପୁର ବାଲିକୁଦା ଥାନା ନାରଦିଆ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ପିକ୍‌ଅପ ଭ୍ୟାନ ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି। ଏନେଇ…

୨ ଛାତ୍ରଙ୍କ ସଲୀଳସମାଧି

ଜଗତସିଂହପୁର,୧୫/୮(ଓଡିଶା ଭାସ୍କର): ରାଜ୍ୟର ସବୁଆଡେ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଉଥିବା ବେଳେ ଜଗତସିଂହପୁରରୁ ଆସିଛି ଏକ ଦୁଃଖଦ ଘଟଣା। ଟ୍ୟୁସନରୁ ଫେରୁଥିବା ବେଳେ ପୋଖରୀରେ ବୁଡ଼ି ୨ ଛାତ୍ରଙ୍କର ମୃତ୍ୟୁ…

ଓଡ଼ିଶା ଭାସ୍କର ପକ୍ଷରୁ ‘ମା’ ତୁଝେ ସଲାମ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୫ା୮(ଓଡ଼ିଶା ଭାସ୍କର) : ଆଜି ସାରା ଦେଶବ୍ୟାପୀ ପାଳନ ହେଉଛି ୭୪ତମ ସ୍ୱାଧୀନତା ଦିବସ । ଏନେଇ ସାରା ଦେଶ ତଥା ରାଜ୍ୟରେ ଉତ୍ସାହ ଦେଖାଦେଇଛି । କରୋନା ମହାମାରୀ ସତ୍ତେ୍ୱ ସାମାଜିକ ଦୂରତ୍ୱକୁ ବଜାୟ ରଖି ସାରା…

ରାଜ୍ୟରେ ଆଉ ୯ ଜୀବନ ନେଲା କରୋନା

ଭୁବନେଶ୍ୱର, ୧୫।୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୪୯୬  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୯ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରେ ସମ୍ବଲପୁରରୁ ୪,କଟକ ରୁ ୨ ଗଞ୍ଜାମ, ନୟାଗଡ଼, କେଉଁଝରରୁ ଜଣେ  ଲେଖାଏଁ…

ଆଜି ରାଜ୍ୟରୁ ସର୍ବାଧିକ ୨୪୯୬ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୫ ।୮(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ସର୍ବାଧିକ ୨୪୯୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୯୧ ଜଣ ଓ…

ଦିନକରେ ୯୯୬ ପ୍ରାଣ ନେଲା କରୋନା

ନୂଆଦିଲ୍ଲୀ,୧୫ ।୮:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୯ ହଜାର ୦୩୬କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୯୬ ଜଣ…