Browsing Category

Top Stories

Swapna Shastra: ଏଭଳି ସ୍ବପ୍ନ ଦେଖୁଥିଲେ ହୋଇଯାଆନ୍ତୁ ଖୁସି, ଶୀଘ୍ର ହେବ ବିବାହ

ନୂଆଦିଲ୍ଲୀ: ଅନେକ ସମୟରେ ଆମେ ଭବିଷ୍ୟତରେ କ'ଣ ହେବ ଏବଂ ଜୀବନ କେଉଁ ଆଡ଼କୁ ଯାଉଛି ସେ ବିଷୟରେ ଚିନ୍ତିତ ହୋଇପଡୁ । ଅନ୍ୟପକ୍ଷରେ ସ୍ୱପ୍ନ ଶାସ୍ତ୍ରରେ, ସ୍ୱପ୍ନ ମାଧ୍ୟମରେ ପ୍ରାପ୍ତ ନିକଟ ଭବିଷ୍ୟତ ବିଷୟରେ ସଙ୍କେତ…

କେଉଁ ସଙ୍କେତ ଦିଏ ଚୁଲିରେ କ୍ଷୀର ଉତୁରିବା, ଜାଣନ୍ତୁ ଭଲ ନା ଖରାପ

ଓଡ଼ିଶା ଭାସ୍କର: ବାସ୍ତୁ ଶାସ୍ତ୍ରରେ କ୍ଷୀରକୁ ଅମୃତ ବୋଲି ବିବେଚନା କରାଯାଇଛି। ଏହାକୁ ପୂଜା ସମୟରେ ପଞ୍ଚାମୃତ କରାଯାଇଥାଏ। କହିବାକୁ ଗଲେ ସାଧାରଣତଃ କ୍ଷୀରରେ ୭୫ ଭାଗ ଜଳ ରହିଥାଏ। ଅନ୍ୟାନ୍ୟ ଅଂଶ ଖାଦ୍ୟ ସର ଏବଂ…

‘ମୁଁ ନୁହେଁ, ସେ ଦୁନିଆର ନଂ-୧ ବ୍ୟାଟ୍ସମ୍ୟାନ’, ପାକିସ୍ତାନ ବିପକ୍ଷରେ ଜିତିବା ପରେ ଏପରି କହିଲେ କୋହଲି

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଭାରତ ପାକିସ୍ତାନକୁ ପରାଜୟ କରିଛି। ପାକିସ୍ତାନ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ…

(video) ପରୀକ୍ଷା କେନ୍ଦ୍ରରୁ ଖୁସିରେ ବାହାରିଲେ ପରୀକ୍ଷାର୍ଥୀ, ଆଡମିଟ୍ କାର୍ଡ ଧରି ଭୋଜପୁରୀ ଗୀତରେ ଲଗାଇଲେ ଠୁମକା

ନୂଆଦିଲ୍ଲୀ: ବିହାରର ଆରାର ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ୍ ଭିଡିଓରେ ଦେଖାଯାଉଛି ଯେ ଏକ ବିବାହ ଉତ୍ସବରେ ଡିଜେ ବାଜୁଥିବା ଏକ କାର ଯାଉଛି, ଯେଉଁଥିରେ ଶହ…

ମେଡିକାଲ ଷ୍ଟାଫଙ୍କ ପାଇଁ ଖୁସି ଖବର, ଡାକ୍ତରଙ୍କର ବମ୍ପର ଦରମା ବଢାଇଲେ ମମତା

କୋଲକାତା: ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମେଡିକାଲ ଷ୍ଟାଫଙ୍କ ଦରମା ବୃଦ୍ଧିର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ପୂର୍ବରୁ ବରିଷ୍ଠ ଏବଂ ଜୁନିୟର ରେସିଡେଣ୍ଟ ଡାକ୍ତରଙ୍କର ଦରମା ବୃଦ୍ଧି ପାଇଥିଲା।…

ବଢ଼ିଲା UAN ଏବଂ ଆଧାର ଲିଙ୍କ୍ କରିବାର ଶେଷ ତାରିଖ, ସୂଚନା ଦେଲେ ସରକାର

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ କରିବାର ଶେଷ ତାରିଖ ସୀମାକୁ ବଢାଇ ଦିଆଯାଇଛି । ନିଯୁକ୍ତି-ସଂଯୋଜିତ…

ବିବାହର କିଛି ସମୟ ପରେ ରହିଥିଲା କନ୍ୟାଙ୍କ ପରୀକ୍ଷା, ବାହାବେଦିରୁ ସିଧା ପରୀକ୍ଷା କେନ୍ଦ୍ର ଗଲେ ନବବଧୂ

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶରୁ ସାମ୍ନାକୁ ଆସିଛି ଏକ ପ୍ରେରଣାଦାୟୀ ଘଟଣା । ବିବାହ ଦିନ ମଧ୍ୟ ନିଜ ପରୀକ୍ଷା କଥା ଭୁଲିନଥିଲେ ନବବଧୂ । ବିବାହର ତିନି ଘଣ୍ଟା ପରେ ବାହା ପୋଷାକରେ ପରୀକ୍ଷା ଦେଲେ ନବବଧୂ । ବାହା…

Breaking: ଚିକେନ୍ ତରକାରୀ ନ କରିବାରୁ ନୃଶଂସ ପାଲଟିଲା ସ୍ବାମୀ, ଶକ୍ତ ଚାପୁଡ଼ା ମାରିବାରୁ ଉଡିଗଲା ସ୍ତ୍ରୀର ପ୍ରାଣବାୟୁ

ଭୁବନେଶ୍ବର: ଢେଙ୍କାନାଳରୁ ସାମ୍ନାକୁ ଆସିଛି ଜଘନ୍ୟ ହତ୍ୟାକାଣ୍ଡ । ଚିକେନ ତରକାରୀ ପାଇଁ ସ୍ତ୍ରୀର ଚାଲିଗଲା ଜୀବନ । କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସମ୍ପୁର୍ଣ୍ଣ ସତ୍ୟ । ଖବର ଅନୁସାରେ,…

ପୋଲାଭରମ ପ୍ରକଳ୍ପ ବିବାଦ: ୨୮ରେ ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ୱର: ବାଦବିବାଦ ଭିତରେ ଛନ୍ଦି ହୋଇ ରହିଥିବା ଆନ୍ଧ୍ରପ୍ରଦେଶର ପୋଲାଭରମ ପ୍ରକଳ୍ପକୁ ନେଇ ରାଜନୀତି ସରଗରମ ହୋଇ ରହିଛି। ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ବିଜେଡି ପ୍ରଥମରୁ ହିଁ ସ୍ବରତ୍ତୋଳନ କରିଆସୁଛି। ତେବେ…

SIM Card New Rule: କଡ଼ାକଡ଼ି ନିୟମ କଲେ ସରକାର, ଏହି କାମ ନକଲେ ବିକିପାରିବେନି ସିମ୍ କାର୍ଡ

ନୂଆଦିଲ୍ଲୀ: ସାଇବର ଠକେଇ ସାରା ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏପରି ପରିସ୍ଥିତିରେ, ସରକାର ଏହି ସମସ୍ୟାର ମୁକାବିଲା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ସରକାର ଦେଶର ସମସ୍ତ ଟେଲିକମ୍ ଅପରେଟରମାନଙ୍କୁ…