Browsing Category

Top Stories

ଆତ୍ମନିର୍ଭର ଭାରତ ପ୍ୟାକେଜ-୫, ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୫ହଜାର କୋଟିର ଘୋଷଣା

ନୂଆଦିଲ୍ଲୀ, ୧୭ା୫: ଆର୍ଥିକ ପ୍ୟାକେଜ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପଞ୍ଚମଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଦେଶ ଆଜି ସଙ୍କଟ ସମୟ ଦେଇ ଗତି କରୁଛି । ଅର୍ଥିକ ସଙ୍କଟ ସତ୍ତେ୍ୱ ଆମକୁ…

ସମ୍ବଲପୁରକୁ ଛୁଇଁଲା କରୋନା

ଭୁବନେଶ୍ୱର,୧୭ ।୫(ଓଡିଶା ଭାସ୍କର): ପ୍ରଥମଥର ପାଇଁ ସମ୍ବଲପୁର ଜିଲ୍ଲାକୁ ଛୁଇଁଲା କରୋନା । ଆଜି ଚିହ୍ନଟ ହୋଇଥିବା ୯୧ ଜଣଙ୍କ ମଧ୍ୟରୁ ସମ୍ବଲପୁରରୁ ଜଣେ କରୋନା ଆକ୍ରାନ୍ତ ସଂକ୍ରମିତ ହୋଇଛି । ଏହି କ୍ରମରେ ରାଜ୍ୟର…

କରୋନା କବଜାରେ ସରପଞ୍ଚ

ଭୁବନେଶ୍ୱର,୧୭ ।୫(ଓଡିଶା ଭାସ୍କର): ଆଜି ରାଜ୍ୟରେ ନୂଆ ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୮୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସରପଞ୍ଚ କରୋନାରେ…

ରାଜ୍ୟରେ ଆଉ ୨ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୭/୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୨ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ୨ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ରାଜ୍ୟରେ ଆଉ ୯୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୭।୫(ଓଡିଶା ଭାସ୍କର): ରାଜ୍ୟରେ ଆଉ ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହାସହ ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ଭଦ୍ରକ - ୨୮, ବାଲେଶ୍ୱର - ୧୭, ଗଞ୍ଜାମ - ୧୫,…

ଆଜି ଆସିବ ଲକଡାଉନ୍ ୪.୦

ନୂଆଦିଲ୍ଲୀ,୧୭/୫: ଦେଶର ତୃତୀୟ ପର୍ଯ୍ୟାୟ ଲକଡାଉନର ସମୟ ସୀମା ଆଜି ସରିବାକୁ ବସିଛି । ନୂଆ ଗାଇଡଲାଇନ୍ ସହ ଆଜି ଆସିବ ଲକଡାଉନ୍ ୪.୦ । କିନ୍ତୁ ପୂର୍ବ ଅପେକ୍ଷା ଚତୁର୍ଥ ପର୍ଯ୍ୟାୟରେ ଲକଡାଉନରେ ଅନେକ ଦିଗରେ କଟକଣାକୁ…

ରାଜ୍ୟରେ ଆଉ ୩୦ କୋରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୭/୫(ଓଡିଶା ଭାସ୍କର): ରାଜ୍ୟରେ ଆଉ ୩୦ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ଗତକାଲି ସୁସ୍ଥ ହୋଇଥିବା ୩୦ ଜଣଙ୍କୁ ଘରକୁ ପଠାଯାଇଛି । ସେମାନଙ୍କ ମଧ୍ୟରେ ଗଞ୍ଜାମର ୨୮, କଟକ ଓ ବାଲେଶ୍ବରର…

ଆସୁଛି ବଡ଼ ବାତ୍ୟା, ପବନର ବେଗ ୧୦୦ ଟପିବ!

ଭୁବନେଶ୍ୱର,୧୭।୫(ଓଡିଶା ଭାସ୍କର): ଆସୁଛି ବଡ଼ ବାତ୍ୟା। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଦେଇ ଏହି ବାତ୍ୟା ଯିବ ବୋଲି ପୂର୍ବାନୁମାନ କରାଯାଇଛି l ପବନର ବେଗ ୧୦୦ ପରେ ରହିବ l ବ୍ୟାପକ କ୍ଷତି କରିବା…