Browsing Category

Top Stories

୪ ଲକ୍ଷର କଫ ସିରଫ ଜବତ ,୨ ଗିରଫ

କଟକ ୧।୧୧(ଓଡିଶା ଭାସ୍କର) - କଟକ ମର୍କତନଗର ଥାନା ପୁଲିସ ଚଢ଼ାଉ କରି ୩୧୩ ଲିଟର କଫସିରଫ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଏହି କଫ ସିରଫ ଗୁଡିକର ଆନୁମାନିକ ମୂଲ୍ୟ ୪ ଲକ୍ଷରୁ ଉର୍ଦ୍ଧ ବୋଲି ଜଣାପଡିଛି । ତେବେ…

ଇଂଲଣ୍ଡକୁ ଫେରିଲା ଲକଡାଉନ

ଇଂଲଣ୍ଡକୁ ଫେରିଲା ଲକଡାଉନ । ପ୍ରଧାନମନ୍ତ୍ରୀ ବୋରିସ ଜୋନସନ ଡିସେମ୍ବର ୨ ଯାଏଁ ଲକଡାଉନ ଘୋଷଣା କରିଛନ୍ତି । ଇଂଲଣ୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିବା ପରେ ଏହି ପଦକ୍ଷେପ ନିଆଯାଇଛି । ଏହି…

ଗୋରସେତୁରେ ନୂତନ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା

ଗୋରସେତୁ ୧।୧୧(ଓଡିଶା ଭାସ୍କର) -ମାଓବାଦୀ ଦମନ ନିମନ୍ତେ ସ୍ୱାଭିମାନ ଅଞ୍ଚଳରେ ଆଜି ସମ୍ପୂର୍ଣ ମାଓବାଦୀ ଗଡ଼ କୁହାଯାଉଥିବା ପଣସପୁଟ ପଞ୍ଚାୟତ ଗୋରସେତୁରେ ବିଏସଏଫ ତୃତୀୟ ବାଟାଲିୟନ ପକ୍ଷରୁ ନୂତନ କ୍ୟାମ୍ପ ପ୍ରତିଷ୍ଠାନ…