Browsing Category
Top Stories
ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୮୪୭କୁ ବୃଦ୍ଧି
ନୂଆଦିଲ୍ଲୀ, ୨୮।୧: ଦେଶରେ କରୋନା ସଂକ୍ରାମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୨୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୮୪୭କୁ ବୃଦ୍ଧି…
RD ଛାତ୍ରୀ ମୃତ୍ୟୁ ଘଟଣା: ୨ ଅଭିଯୁକ୍ତ ଚିହ୍ନଟ
ଭୁବନେଶ୍ୱର,୨୮ ।୧(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ ଉଦ୍ଧାର ଘଟଣାରେ ୨ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି । ସ୍କୁଟରରେ ଆଣି ଫିଙ୍ଗିଥିବା ୨ ଅଭିଯୁକ୍ତ ଚିହ୍ନଟ ନେଇ…
ଅଧିକ କିସମିସ୍ ଖାଇବା ବି କ୍ଷତି, ନମାନିଲେ ଭୋଗିବେ
କିସମିସ୍ ଏକ ପ୍ରକାର ଡ୍ରାଇ ଫ୍ରୁଟ୍, ଯାହା ଅଙ୍ଗୁରକୁ ସୁଖାଇ ପ୍ରସ୍ତୁତ କରାଯାଏ। ଏହା ଖାଇବାକୁ ଯେତିକି ଟେଷ୍ଟି ଲାଗିଥାଏ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭକାରୀ ହୋଇଥାଏ। ନିୟମିତ କିସମିସ ଖାଇଲେ ଶରୀରକୁ ଅନେକ…
ଦେଶୀ ଘିଅରେ ରହିଛି ଏହିସବୁ ଔଷଧୀୟ ଗୁଣ, ଆଜି ହିଁ ଖାଇବା ଆରମ୍ଭ କରିଦିଅନ୍ତୁ
ଦେଶୀ ଘିଅ ହେଉଛି ଏକ ଶକ୍ତିଶାଳୀ ଜିନିଷ । ଏହାକୁ ସେବନ କରିବା ଦ୍ୱାରା ଆମକୁ ବହୁ ରୋଗରୁ ରକ୍ଷା ମିଳିଥାଏ । ତେଣୁ ଘିଅକୁ ଆରୋଗ୍ୟକାରୀ ଖାଦ୍ୟ କୁହାଯାଏ । ଆମ ଶରୀର ପାଇଁ ଘିଅ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ବୋଲି…
ଫେବ୍ରୁଆରୀ ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ’ଣ ରହିଛି କଟକଣା?
ନୂଆଦିଲ୍ଲୀ,୨୭ ।୧: କରୋନା କାଳରେ ଫେବ୍ରୁଆରୀ ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ଏହି ଗାଇଡଲାଇନ୍ ଫେବ୍ରୁଆରୀ ୨୮ ତାରିଖ ଯାଏଁ ଲାଗୁ ହେବ । ଜାନୁଆରୀ ଭଳି ଫେବ୍ରୁଆରୀ କଟକଣାରେ ବିଶେଷ ଫରକ୍…
୨୦୨୦ ବର୍ଷ ପାଇଁ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ଘୋଷଣା
ଭୁବନେଶ୍ୱର,୨୭ ।୧(ଓଡିଶା ଭାସ୍କର): ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୦ ବର୍ଷ ପାଇଁ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ଘୋଷଣା ହୋଇଛି । କଥାକାର ରାମଚନ୍ଦ୍ର ବେହେରାଙ୍କୁ ମିଳିବ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ।…
ଆପଣ ଡାଇବେଟିସ୍ ରୋଗରେ ଆକ୍ରାନ୍ତ ଅଛନ୍ତି କି, ଥଣ୍ଡାରେ ଏହି ଜିନିଷ ଖାଇବାରୁ ଦୂରେଇ ରୁହନ୍ତୁ
ଡାଇବେଟିସ ବା ମଧୁମେହ ରୋଗୀଙ୍କ ପାଇଁ ଶୀତଦିନ ମାରାତ୍ମକ ହୋଇଥାଏ । ତେଣୁ ଥଣ୍ଡାରେ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖିବା ଏକ ଆହ୍ୱାନ ପରି ହୋଇଥାଏ । ବିଶେଷଜ୍ଞଙ୍କ ମତରେ, ଥଣ୍ଡାରେ ଆପଣମାନେ କିଛି ଜିନିଷକୁ…
୧୮ ବର୍ଷ ପରେ ପାକିସ୍ତାନରୁ ଫେରିଲେ ହସିନା
ନୂଆଦିଲ୍ଲୀ, ୨୭ା୧: ବିଧିର ବିଧାନ ବଡ଼ ବିଚିତ୍ର । ଦୀର୍ଘ ୧୮ ବର୍ଷ ପରେ ପାକିସ୍ତାନରୁ ନିଜ ଜନ୍ମମାଟି ଭାରତକୁ ଆଜି ଫେରିଛନ୍ତି ହସିନା ବେଗମ । ସେ ୧୮ ବର୍ଷ ପୂର୍ବେ ନିଜର ପତିଙ୍କ ସମ୍ପର୍କୀୟଙ୍କୁ ଦେଖା କରିବାକୁ…
Twitter suspends 550 accounts after Republic Day Violence in Delhi
New Delhi, 27/1 : In a major turn of events, Twitter has suspended 550 accounts and flagged tweets about the Republic Day violence in New Delhi. According to a spokesperson in…
ଅଭୟକାନ୍ତ ଓ ଆକାଶ ପାଠକଙ୍କୁ ମିଳିଲା ଜାମିନ
ଭୁବନେଶ୍ୱର,୨୭ ।୧(ଓଡିଶା ଭାସ୍କର): ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ମିଳିଛି ଜାମିନ୍ । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରୁ ବାପ-ପୁଅଙ୍କୁ ଜାମିନ ମିଳିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ…