CHARIDHAM
Browsing Category

Top Stories

ଏଣିକି ଘରେ ବସି ଜାଣିପାରିବେ PF ଆକାଉଣ୍ଟକୁ କେତେ ଟଙ୍କା ଆସୁଛି, ଜାଣନ୍ତୁ ପ୍ରୋସେସ୍

ପ୍ରୋଭିଡେଣ୍ଟ ପାଣ୍ଠି ବା ପିଏଫରେ କେତେ ଟଙ୍କା ଜମା ହୋଇଛି, ତାହା ଜାଣିବା ପାଇଁ ଆପଣଙ୍କୁ ଆଉ ବାହାରକୁ ଯିବାକୁ ପଡିବ ନାହିଁ । ଗୋଟିଏ ମେସେଜ ମାଧ୍ୟମରେ ଅତି ସହଜରେ ଆପଣ ଏହି ସୂଚନା ପାଇପାରିବେ । ଇପିଏଫଓ ଦ୍ୱାରା…

ଆସନ୍ତା ୮ରେ ଭାରତ ବନ୍ଦ ଡାକରା

ଭୁବନେଶ୍ୱର, ୫ା୧୨ (ଓଡିଶା ଭାସ୍କର): କେନ୍ଦ୍ର ସରକାରଙ୍କ କୃଷି ଆଇନ୍ ବିରୋଧରେ ଆସନ୍ତା ୮ ତାରିଖରେ ଭାରତ ବନ୍ଦ ଡାକରା ଆହ୍ୱାନ ଦିଆଯାଇଛି । କୃଷକ ସଙ୍ଗଠନ ପକ୍ଷରୁ ଏହି ଡାକରା ଦିଆଯାଇଥିବା ଜଣାପଡ଼ିଛି । ତେବେ…

ଗୋ-ଚାଲାଣ: ଗୋଷ୍ଠୀ ସଂଘର୍ଷରେ ୫ ଆହତ

ଭୁବନେଶ୍ୱର, ୫ା୧୨ (ଓଡିଶା ଭାସ୍କର): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଖତଖୁରବାହାଲ ଗାଁରେ ଗୋଷ୍ଠୀ ସଂଘର୍ଷ ଘଟି ୫ ଜଣ ଆହତ ହୋଇଛନ୍ତି । ଜଣାପଡ଼ିଛି ଯେ, ଗୋ-ଚାଲାଣଙ୍କୁ ନେଇ ସୃଷ୍ଟ ଉତ୍ତେଜନା ଫଳରେ…

ଏଣିକି ବାଇକ୍ ପଛରେ ବସୁଥିବା ଯାତ୍ରୀ ପିନ୍ଧିବେ ହେଲମେଟ: ନ ମାନିଲେ ଲାଇସେନ୍ସ ରଦ୍ଦ

ଭୁବନେଶ୍ୱର, ୫ା୧୨ (ଓଡିଶା ଭାସ୍କର): ଗାଡ଼ି ଚାଳକଙ୍କ ପାଇଁ ସରକାରଙ୍କ ତରଫରୁ ଏକ ନୂଆ ନିୟମ ଲାଗୁ କରାଯାଇଛି । ଏଣିକି ବାଇକ୍ ପଛରେ ବସୁଥିବା ଯାତ୍ରୀ ହେଲମେଟ୍ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଅର୍ଥାତ୍ ଉଭୟ…

ଓଡ଼ଶା-ଛତିଶଗଡ଼ ଜଳ ବିବାଦ: ପୁଣି ଘୁଞ୍ଚିଲା ଶୁଣାଣି

ଭୁବନେଶ୍ୱର, ୫ା୧୨ (ଓଡିଶା ଭାସ୍କର): ଓଡ଼ିଶା-ଛତିଶଗଡ଼ ମଧ୍ୟରେ ମହାନଦୀ ଜଳକୁ ନେଇ ଉପୁଜିଥିବା ବିବାଦର ଶୁଣାଣି ପୁଣି ଘୁଞ୍ଚିଛି । ଉଭୟପକ୍ଷଙ୍କ ମଧ୍ୟରେ ହୋଇଥିବା ବୈଠକରେ ସମାଧାନର କୌଣସି ବାଟ ବାହାରି ପାରିନାହିଁ ।…

ରାଜ୍ୟରେ ଶୀତର ଲହରୀ ଜାରି

ଭୁବନେଶ୍ୱର, ୫ା୧୨ (ଓଡିଶା ଭାସ୍କର): ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ କିଛିଦିନ ପର୍ଯ୍ୟନ୍ତ ଏହି ଥଣ୍ଡା ଜାରି ରହିବ । ସୋନପୁର ୮ ଡିଗ୍ରୀ, ଫୁଲବାଣୀ ୯ ଡିଗ୍ରୀ,…