
Browsing Category
Top Stories
ବାହାଘର ଗିଫ୍ଟ ଦେଖି ବର ଛାନିଆ: ମହିଳା ଦେଲେ ଏକେ-୪୭, ଦେଖନ୍ତୁ ଭିଡିଓ
ବାହାଘରରେ ମିଳିଥିବା ଉପହାରରେ କିଛି ଅଲଗା ମଜା ଥାଏ । ସେହିପରି ବାହାଘର ଗିଫ୍ଟକୁ ନେଇ ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିବାହ ସମାରୋହର, ଯେଉଁଠାରେ ବରକନ୍ୟାଙ୍କୁ…
Farmers tear-gassed in clash with Police at Delhi-Haryana border
New Delhi, 27/11: The farmers' protest was met with lathi charges and tear gas attacks from the Police as they reached the Delhi-Haryana border, on their way to Delhi to protest…
ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୫ ହଜାର ୭୧୫କୁ ବୃଦ୍ଧି
ନୂଆଦିଲ୍ଲୀ,୨୬।୧୧: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୫ ହଜାର ୭୧୫କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୩ ହଜାର ୦୮୨ ନୂଆ…
ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ଜଗାବଳିଆ
ପୁରୀ,୨୭/୧୧(ଓଡିଶା ଭାସ୍କର) : ଜଗନ୍ନାଥ ଓ ବଳଭଦ୍ରଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶର ନୀତିକାନ୍ତି ସମ୍ପର୍ଣ୍ଣ ହୋଇଛି । ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ବେଶ ଶେଷ ହୋଇଛି । ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଝଲସୁଛି…
ରାଶିଫଳ (ଶୁକ୍ରବାର, ୨୭ ନଭେମ୍ବର ୨୦୨୦)
ମେଷ -
ଆଜି ଦିନଟି ସନ୍ତୋଷଜନକ ଆଜିର କାର୍ଯ୍ୟାବଳୀ ମନରେ ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପଭୋଗ କରିବେ । କୌଣସି ଦ୍ୱିଧାବୋଧନ ନ କରି ସୁଫଳକୁ ବଂଧୁମାନଙ୍କ ସହିତ ମିଳି ଉପଭୋଗ କରନ୍ତୁ ।…
ନେହେରୁ ଯୁବ କେନ୍ଦ୍ର ତରଫରୁ ଗ୍ରାମ୍ୟ ଯୁବ ସଙ୍ଘ ଗଠନ କାର୍ଯ୍ୟକ୍ରମର ଶୁଭାରମ୍ଭ ।
ପଡିଆ(ଆପ୍ରୋ),୨୬/୧୧:- ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ବାପାନପଲ୍ଲୀ ପଞ୍ଚୟତର ସରକାରୀ ଆଦର୍ଶ ବିଦ୍ୟାଳୟରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଟି ଗତ ୨୨/୧୧/୨୦୨୦ ରୁ ଆରମ୍ଭ…
ଆଜି ଆଉ ୭୩୭ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୨୬।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୭୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
TCS founder Faqir Chand Kohli dies at 96
In a piece of sad news, Faqir Chand Kohli, the founder and first CEO of Tata Consultancy Services, passed away on November 26. Kohli, often called the father of the Indian IT…
ସ୍ତ୍ରୀ ପୋଲିସ ତ ସ୍ୱାମୀ ଚୋର! ୫୦୦ରୁ ଅଧିକ ଗାଡି ଚୋରି କରିବା ପରେ ଏମିତି ଖୋଲିଲା ପୋଲ୍
ମଣିପୁର ପୋଲିସରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଳଙ୍କ କାର ଚୋରି କରୁଥିବା ସ୍ୱାମୀ ମହମ୍ମଦ ହବିବୁର ରହମାନଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଅଭିଯୁକ୍ତ ନିକଟରୁ ଦିଲ୍ଲୀରୁ ଚୋରି ହୋଇଥିବା ୧୦ଟି ଲଜ୍ଜରୀ କାର ଜବତ…
ବିଷଧର ସାପ କାମୁଡ଼ିଲେ କିପରି ବଞ୍ଚାଇବେ ଜୀବନ ?
ଦେଶରେ ପ୍ରତିବର୍ଷ ସାପ କମିଡ଼ିବାରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଉଛି। ବର୍ତ୍ତମାନର ଋତୁରେ ଅଧିକ ସାପ ବାହାରିବାରୁ ଲୋକମାନେ ଅଧିକ ପ୍ରଭାବିତ ହେଉଛନ୍ତି। ତେବେ ଦେଶରେ ସବୁ ରାଜ୍ୟ ମଧ୍ୟରୁ ବିହାରରେ ପ୍ରାୟ ଲୋକ…