Browsing Category
Top Stories
ୟୁକ୍ରେନର ବିମାନ ଉପରେ ଆକ୍ରମଣକୁ ସ୍ୱୀକାର କଲା ଇରାନ
ୟୁକ୍ରେନ, ୧୧ା୧: ୟୁକ୍ରେନର ବିମାନ ଉପରେ ଆକ୍ରମଣକୁ ଆଜି ସ୍ୱୀକାର କରିଛି ଇରାନ । ଭୁଲରେ ବିମାନକୁ କ୍ଷେପାଣସ୍ତ୍ର ମାରି ଖସାଇଥିବା ସ୍ୱୀକାର କରିଛି ଇରାନ । ଆମେରିକାର ଆକ୍ରମଣ ଯୋଗୁଁ ଭୁଲରେ ଏପରି ହୋଇଥିବା କହିଛି…
ମର୍ମନ୍ତୁଦ ଦୁର୍ଘଟଣାରେ ୨୦ମୃତ, ପରିଜନଙ୍କ ପ୍ରତି ଶୋକ ପ୍ରକାଶ କଲେ ଯୋଗୀ ଆଦିତ୍ୟନାଥ
କନୌଜ, ୧୧ା୧: ଉତ୍ତର ପ୍ରଦେଶର କନୌଜଠାରେ ଗତକାଲି ଏକ ସ୍ଲିପର କୋଚ ବସ ସହ ଟ୍ରକ ମୁହାଁମୁହିଁ ହୋଇଥିଲା । ଯାହାଫଳରେ ବସଟିରେ ନିଆଁ ଲାଗି ଯାଇଥିଲା । ବସ ଭିତରେ ଥିବା ୭୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଜୀବନ୍ତ ଦଗ୍ଧ…
ସରକାରୀ ଭାବେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ
ନୂଆଦିଲ୍ଲୀ, ୧୦ା୧: ଆଜିଠୁ ସରକାରୀ ଭାବେ ସାରା ଦେଶରେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ । ଗେଜେଟ ଅଫ୍ ଇଣ୍ଡିଆରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଅଧି ସୂଚନା ଜାରି ହୋଇଛି । ସିଏଏ ନେଇ ଦେଶରେ କେତେକ ସ୍ଥାନରେ ବିରୋଧ…
ସିରିଜ ଜିତିଲା ଭାରତ
ପୁଣେ, ୧୦ା୧: ପୁଣେରେ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ ଜିତିଛି ଭାରତ । ତୃତୀୟ ମ୍ୟାଚକୁ ୭୮ ରନରେ ଜିତି ସିରିଜ ଜିତିଲା ଭାରତ । ଭାରତ ୨୦୧/୬ ରନ କରିଥିଲା । ଶ୍ରୀଲଙ୍କା ୧୫.୫ ଓଭରରେ ୧୨୩/୧୦ ରନ କରିଛି । ୩ଟିକିଆ…
ମୋ ସରକାରରେ ସାମିଲ ହେଲା ଗୃହ ଓ ନଗର ଉନ୍ନୟନ ବିଭାଗ
ଭୁବନେଶ୍ୱର, ୧୦ା୧(ଓଡ଼ିଶା ଭାସ୍କର):ଆଜି ମୋ ସରକାରରେ ସାମିଲ ହୋଇଛି ଗୃହ ଓ ନଗର ଉନ୍ନୟନ ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବିଭାଗ ସାମିଲ ହୋଇଛି । ଏଣିକି ବିଭାଗୀୟ ସଚିବ…
ମାର୍କେଟ ବିଲ୍ଡିରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ, ବାଡ଼େଇ ଭାଙ୍ଗିଲେ ୩୦ରୁ ଅଧିକ ଦୋକାନ
ଭୁବନେଶ୍ୱର, ୧୦ା୧(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ରାଜମହଲ ଛକରେ ଥିବା ମାର୍କେଟ ବିଲ୍ଡିରେ ମୁଖାପିନ୍ଧା ଯୁବକ ମାତିଛନ୍ତି । ସେଠାରେ ଦୋକାନୀକୁ ସେମାନେ ଗୋଡ଼େଇ ଗୋଡ଼େଇ ପିଟିଛନ୍ତି । ଏହାସହ ୩୦ରୁ ଅଧିକ ଉଠା…
ପଞ୍ଚମହାଭୂତରେ ବିଲୀନ ହେଲା ମହାରାଜା ଗୋପୀନାଥଙ୍କ ପାର୍ଥିବ ଶରୀର
ପାରଳାଖେମୁଣ୍ଡି, ୧୦ା୧(ଓଡ଼ିଶା ଭାସ୍କର): ପଞ୍ଚମହାଭୂତରେ ବିଲୀନ ହୋଇଛି ମହାରାଜା ଗୋପୀନାଥଙ୍କ ପାର୍ଥିବ ଶରୀର । ପାରଳାଖେମୁଣ୍ଡିରେ ମାହାରାଜା ଗୋପୀନାଥ ଗଜପତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସେଠାରେ ବାଚସ୍ପତି ଓ…
କଙ୍କଡାହାଡ ଏଏସଆଇ ନିଲମ୍ବିତ
ଢେଙ୍କାନାଳ,୧୦ ।୧(ଓଡିଶା ଭାସ୍କର): ଢେଙ୍କାନାଳ କଙ୍କଡାହାଡ ଥାନା ଏଏସଆଇ ଯଶୋବନ୍ତ ପୃଷ୍ଟି ନିଲମ୍ବିତ ହୋଇଛନ୍ତି । ଅଭିଯୋଗକାରୀଙ୍କ ଏତଲା ନରଖିବାରୁ ଯଶୋବନ୍ତଙ୍କୁ ନିଲମ୍ବନ କରିଛନ୍ତି ଏସପି ।
ବ୍ୟାଟିଂ କରିବ ଭାରତ
ପୁଣେ, ୧୦ା୧: ପୁଣେରେ ଭାରତ-ଶ୍ରୀଲଙ୍କା ତୃତୀୟ ଟି-୨୦ ମ୍ୟାଚ ଖେଳାଯିବ । ଟସ୍ ଜିତି ଶ୍ରୀଲଙ୍କା ଫିଲ୍ଡିଂ କରିବା ପାଇଁ ନିଷ୍ପତ୍ତି ନେଇଛି । ଦ୍ୱିତୀୟ ମ୍ୟାଚ ଜିତି ୧-୦ରେ ଆଗୁଆ ରହିଛି ଭାରତ । ବର୍ଷା ଯୋଗୁଁ ପ୍ରଥମ…
ନବୀନଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ୱର,୧୦ ।୧(ଓଡିଶା ଭାସ୍କର): ଗଞ୍ଜାମ ଜିଲ୍ଲାରେ ନାଗରିକତା ସଂଶୋଧନ ଆଇନ ବା ସିଏଏ ସଚେତନତା ରାଲି କରିଛନ୍ତି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟା । ଏହି ରାଲିରେ କେନ୍ଦ୍ରମନ୍ତ୍ରୀ ବାବୁଲ ମୁଖ୍ୟମନ୍ତ୍ରୀ ନବୀନ…