Browsing Category

Top Stories

ଚୀନ ନାଗରିକଙ୍କ ଇ-ଭିସା ବାତିଲ କଲା ଭାରତ

ନୂଆଦିଲ୍ଲୀ,୨ ।୨: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏନେଇ କରୋନା ଭାଇରସର ଏହି ଭୟଙ୍କର ସ୍ଥିତି ପାଇଁ ଚୀନ ନାଗରିକଙ୍କ ଅନଲାଇନ୍ ଭିସା ଆବେଦନ…

କରୋନା ପାଇଁ ଜାରି ହେଲା କଣ୍ଟ୍ରୋଲରୁମ ନମ୍ବର

ଭୁବନେଶ୍ୱର, ୨ା୨(ଓଡ଼ିଶା ଭାସ୍କର): କରୋନା ପାଇଁ ଚାରିଆଡ଼େ ଲୋକମାନେ ଭୟଭୀତ ହୋଇ ରହିଛନ୍ତି । ଚାଇନାରେ ୩୦୦ରୁ ଉଦ୍ଧ୍ୱର୍ ଲୋକ ଏଥି ପାଇଁ ପ୍ରାଣ ହରେଇଲେଣି । ଏହାରି ମଧ୍ୟରେ କରୋନା ପାଇଁ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ…

କାର୍ ଧକ୍କାରେ ଜଣେ ମୃତ

ଖୋର୍ଦ୍ଧା, ୨ା୨(ଓଡ଼ିଶା ଭାସ୍କର): ଖୋର୍ଦ୍ଧା ସ୍ଥିତ ବେଗୁନିଆ ଥାନା ଗଡ଼ତରା ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି । ସେଠାରେ କାର୍ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ହେଉଛନ୍ତି ଗଡ଼ତରାର ଜଗନ୍ନାଥ…

ନ୍ୟୁଜିଲାଣ୍ଡ ମାଟିରେ ଭାରତର ଐତିହାସିକ ସିରିଜ ବିଜୟ

ମାଉଣ୍ଟମଙ୍ଗନୁଇ,୨ ।୨: ନ୍ୟୁଜିଲାଣ୍ଡ ମାଟିରେ ଐତିହାସିକ ସିରିଜ ବିଜୟ କଲା ଭାରତ । ଆଜିର ଅନ୍ତିମ ମ୍ୟାଚରେ ୭ ରନରେ ହାରିଲା ନ୍ୟୁଜିଲାଣ୍ଡ । ମ୍ୟାଚ୍ ସହ ସିରିଜକୁ ୫-୦ରେ କବଜା କଲା ଭାରତ । ନ୍ୟୁଜିଲାଣ୍ଡ ୨୦ ଓଭରରେ ୯…

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ରବି ସିଂଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ, ୨ା୨(ଓଡ଼ିଶା ଭାସ୍କର): ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ରବି ସିଂଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । କଟକ ସ୍ଥିତ ସତୀଚଉରା ଶ୍ମସାନରେ ବିପ୍ଳବୀ କବିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବିପ୍ଳବୀ କବି ରବି ସିଂଙ୍କ ଆଜି…

ଲାଲଚୌକରେ ଆତଙ୍କୀ ଆକ୍ରମଣ, ୨ ଯବାନ ଗୁରୁତର

ଶ୍ରୀନଗର,୨ ।୨: ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ସୁରକ୍ଷାବଳଙ୍କ ଉପରେ ଗ୍ରେନେଡ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଲାଲଚୌକ ନିକଟରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ୨ ଯବାନଙ୍କ ସମେତ ଜଣେ ସାଧାରଣ ନାଗରିକ ଗୁରୁତର…