Browsing Category

Top Stories

କେମିତି ଆଡେଇ ହେବ Premature Baby ଜନ୍ମ, କଣ କୁହନ୍ତି ଚିକିତ୍ସକ?

ଭୁବନେଶ୍ୱର- ପରିବାରକୁ ନୂଆ ସଦସ୍ୟଟିଏ ଆସିଲେ ପରିବାରରେ ଖୁସିର ଲହରୀ ଖେଳିଯାଏ । କିନ୍ତୁ ଅନେକ ସମୟରେ ଏହି ନବାଗତ ପରିବାରକୁ ଚିନ୍ତା ବା ଦୁଃଖ ସାଗରରେ ଭସାଇ ଦିଏ । ଯେତେବେଳେ ଜଣେ ମହିଳା ଅପରିପକ୍ୱ ଶିଶୁ ବା…

ନୂଆବର୍ଷ ୨୦୨୫ରେ କେତୋଟି ଲାଗିବ ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ? ଏବେଠାରୁ ଜାଣିନିଅନ୍ତୁ ତାରିଖ

ନୂଆଦିଲ୍ଲୀ: ପାଖେଇ ଆସିଲାଣି ନୂଆବର୍ଷ । ନୂଆବର୍ଷ ଲୋକଙ୍କ ଜୀବନରେ ଆନନ୍ଦ ଏବଂ ଉତ୍ସାହକୁ ନେଇ ଆସିଥାଏ । ତେବେ ୨୦୨୫ରେ ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ରଙ୍କ ଚଳନ ସାରା ଦୁନିଆକୁ ଦୁଇଟି ଚନ୍ଦ୍ରଗ୍ରହଣ ଏବଂ ଦୁଇଟି…

କଙ୍କଡ଼ାକୁ ରାନ୍ଧିବାକୁ ଗରମ ପାଣିରେ ପକାଇଲେ ବ୍ୟକ୍ତି: ଜୀବନ ବଞ୍ଚାଇବାକୁ ଛୁରୀ ଧରି…

ନୂଆଦିଲ୍ଲୀ: କଠିନ ପରିସ୍ଥିତିରେ ନିଜ ଜୀବନ ବଞ୍ଚାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଯାହା କରନ୍ତି ନାହିଁ । ଆପଣଙ୍କ ହାତରେ ପଡ଼ିବ ତାହାକୁ ନିଜର ଅସ୍ତ୍ର କରି ଦେବେ। ତାହା ଛୁରୀ ହେଉ କି ବାଡ଼ି ହେଉ, କିନ୍ତୁ  ଆପଣ…

Breaking- ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ସହ ଜଳିଯାଇଥିବା ସ୍କୁଟି ଉଦ୍ଧାର

ସୁନ୍ଦରଗଡ- ସୁନ୍ଦରଗଡ ଜିଲ୍ଲାରେ ଛାତିଥରା ଖବର । ଜଣେ ଲୋକଙ୍କୁ ଦୁର୍ବୃତ୍ତମାନେ ଜୀବନ୍ତ ଜାଳିଦେଇଥିବା ସୂଚନା ରହିଛି । ଏଥିରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ଘଟିଛି ଲେପ୍ରିପଡା ସର୍ଗିପାଲିରେ ।…

ଭୋକ ବିକଳରେ ଗୋଟା ମାଛ ଗିଳିଦେଲା ବଗ: ଅନ୍ତ ଫାଡ଼ି ବାହାରି ଆସିଲା କୋଚିଆ

ଭୁବନେଶ୍ୱର: ଓଡ଼ିଆରେ ଏକ କଥା ଅଛି- ଲୋଭ, ଲୋଭରୁ ପାପ, ପାପରୁ ମୃତ୍ୟୁ । ବାସ୍ତବରେ ବର୍ତ୍ତମାନର ସମାଜକୁ ଦେଖିଲେ ସ୍ପଷ୍ଟ ଜଣି ହେଉଛି । ସବୁଠି ବାରିହେଉଛି ସ୍ୱାର୍ଥପରତାର ଗନ୍ଧ । ଆବଶ୍ୟକତା ଠାରୁ ଅଧିକ ପଛରେ…

କାହିଁକି ମୃତ୍ୟୁକୁ ଆପଣେଇ ନେଲେ ଜମ୍ମୁର ଦିଲ୍ଲୀ କି ଧଡକନ?

ଗୁରୁଗ୍ରାମ- ହରିୟାଣାର ଗୁରୁଗ୍ରାମରେ ଜମ୍ମୁର ଚର୍ଚ୍ଚିତ ରେଡିଓ ଜକି ସିମରନଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତମ୍ଭିଭୂତ କରିଦେଇଛି । ଏହା ପରେ ତାଙ୍କୁ ନେଇ କଥା ସାମ୍ନାକୁ ଆସୁଛି । ଆଉ ୪ ମାସ ପରେ ସିମରନ କରିଥାନ୍ତେ ବିବାହ…

ନୂଆ ବର୍ଷ ୨୦୨୫ ଆରମ୍ଭରୁ କରନ୍ତୁ ଏହି କାମ, ସାରା ବର୍ଷ ହେବ ଅର୍ଥ ବର୍ଷା

ନୂଆଦିଲ୍ଲୀ- ପୁରୁଣା ବର୍ଷ ଯାହା ଯେମିତି କଟିଗଲା । ନୂଆ ବର୍ଷକୁ ନେଇ ଅନେକ ଆଶା । ଯେଉଁମାନଙ୍କର ୨୦୨୪ ବର୍ଷଟି ଭଲରେ କଟିନି ବା ଯେଉଁମାନଙ୍କର କଟିଛି, ଉଭୟ ଆଶାକରୁଛନ୍ତି ୨୦୨୫ଠାରୁ ଅନେକ । ଅଭାବୀ ମଣିଷ ନୂଆ ବର୍ଷରେ…

ମହିଳାମାନେ ଖାଇବା ସମୟରେ ଏହି ସଙ୍କେତଗୁଡ଼ିକୁ ଅଣଦେଖା କରିବା ଉଚିତ୍ ନୁହେଁ, ହୋଇପାରେ କ୍ୟାନ୍ସର ରୋଗର ଲକ୍ଷଣ !

ମହିଳାମାନଙ୍କ ମଧ୍ୟରେ କର୍କଟ ରୋଗର ବିପଦକୁ ନେଇ ସଚେତନତା ବୃଦ୍ଧି କରିବାର ଆବଶ୍ୟକତା ରହିଛି, ବିଶେଷକରି ଯେତେବେଳେ ଓଭାରି କ୍ୟାନସର ବିଷୟରେ କୁହାଯାଏ । ଏହି କର୍କଟ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ସାଂଘାତିକ ବୋଲି…

ମେଲବର୍ଣ୍ଣ ଟେଷ୍ଟରେ ବଢ଼ିଲା ଭାରତର ସମସ୍ୟା, ୧୬୪ ରନ୍‌ରେ ପଡ଼ିଲା ୫ ୱିକେଟ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟର ଦ୍ୱିତୀୟ ଦିନଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସରେ ୫ ୱିକେଟ୍ ହରାଇ ୧୬୪ ରନ୍ କରିଛି। ଋଷଭ ପନ୍ତ ୬ ଓ ରବୀନ୍ଦ୍ର ଜାଡେଜା ୪ ରନ୍ କରି ଅପରାଜିତ ଅଛନ୍ତି। ଏହା…

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଲ ମଝିରେ ଜଳିଗଲେ ଚାଷୀ

ଭଦ୍ରକ: (ଓଡ଼ିଶା ଭାସ୍କର) ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି  ବିଲ ମଝିରେ ଜଳିଗଲେ ଚାଷୀ । ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ବାଲିଗାଁ ନରସିଂହପୁର ଗାଁ ୧୨ ନମ୍ବର ଓ୍ଵାର୍ଡରେ । ମୃତ ଚାଷୀ…