Browsing Category
ଖବର
‘ଅପରେସନ ସିନ୍ଦୂର’ ନେଇ ସରକାର ଡାକିଲେ ସର୍ବଦଳୀୟ ବୈଠକ
ନୂଆଦିଲ୍ଲୀ: ସରକାର ଡାକିଲେ ସର୍ବଦଳୀୟ ବୈଠକ। 'ଅପରେସନ ସିନ୍ଦୂର' ନେଇ ହେବ ଆଲୋଚନା। ଆସନ୍ତାକାଲି ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର। ଦିନ ୧୧ଟାରେ ବସିବ ସର୍ବଦଳୀୟ ବୈଠକ। ଅପରେସନ ସିନ୍ଦୂର ନେଇ ବୈଠକରେ ହେବ…
ଖୋଲିଲା ପାକିସ୍ତାନର ଅସଲ ମୁଖା, ମୃତ ଆତଙ୍କବାଦୀଙ୍କୁ କାନ୍ଧ ଦେଲେ ପାକ୍ ସେନା ଅଧିକାରୀ
ନୂଆଦିଲ୍ଲୀ: ପାକିସ୍ତାନର ଖୋଲିଲା ପୋଲ୍। ପାକିସ୍ତାନରେ ନମାଜ-ଏ-ଜନାଜା। ଅର୍ଥାତ୍ ଗତକାଲି ରାତିରେ ଭାରତର ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇ ଥିବା ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କାର ପାଇଁ ବାହାରିଲା ଶୋଭାଯାତ୍ରା।…
ଛତିଶଗଡ଼ର ବିଜାପୁରରେ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନ… 15 ନକ୍ସଲ ନିହତ
ନୂଆଦିଲ୍ଲୀ: ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତରେ ଥିବା ବିଜାପୁର ଜିଲ୍ଲାର କରେଗୁଟ୍ଟା ପାହାଡ଼ରେ ନକ୍ସଲ ବିରୋଧୀ ଚାଲିଥିବା ଅପରେସନରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି । ଏନକାଉଣ୍ଟରରେ 15ଜଣ ନକ୍ସ ପ୍ରାଣ…
ନୂଆ ମୋବାଇଲ କିଣି ନ ଦେବାରୁ, ବାପାକୁ ନିର୍ମମ ଭାବେ ହତ୍ୟା କଲେ ସ୍ତ୍ରୀ-ଝିଅ
ଉତ୍ତରପ୍ରଦେଶ: ସୋମବାର ଦିନ, ସଙ୍ଗମ ସହରର ସିଟି ଜୋନ୍ର ଏୟାରପୋର୍ଟ ଥାନା ଅଞ୍ଚଳର ଫୁଲୱା ଗାଁରେ ୫୨ ବର୍ଷୀୟ ଛୈଲା ବାବୁ ଯାଦବଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯିବା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।…
ଓଡ଼ିଆ ଚଳଚ୍ଚିତ୍ର ପ୍ରଚାର ପ୍ରସାରରେ ଅତୁଳନୀୟ ଅବଦାନ ପାଇଁ ପ୍ରଣୟ ଜେଠୀଙ୍କୁ ସମ୍ମାନିତ
ଭୁବନେଶ୍ୱର: ଭୁବନେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଆ ଚଳଚ୍ଚିତ୍ରର ବହୁଳ ପ୍ରଚାର ଓ ପ୍ରସାର ତଥା, ଚଳଚ୍ଚିତ୍ର ଶିଳ୍ପର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜକୁ ଉତ୍ସର୍ଗ…
ବାପାକୁ ଅପହରଣ କରି ପିଟିପିଟି ମାରିଦେଲେ ୨ ପୁଅ
ଉତ୍ତରପ୍ରଦେଶ: ରାକ୍ଷସ ପୁଅ। ଯେଉଁ ବାପା ଜନ୍ମ କରି ଛୋଟ ବେଳି ପୋଷି ବଡ଼ କଲା। ବଡ଼ ହେବା ପରେ ସେହି ପୁଅ ବାପାକୁ ପ୍ରଥମେ ଅପହରଣ କଲେ। ଆଉ ସାଙ୍ଗ ସହ ମିଶି ବାପାକୁ ପିଟିପିଟି ମାରିଦେଲେ। ଆଉ ହତ୍ୟାର କାରଣ ଜାଣିଲେ…
ପରୀକ୍ଷା ଫଳ ବାହାରିବା ପୂର୍ବରୁ, ଫେଲ୍ ହେବା ଆଶଙ୍କାରେ ଜୀବନ ହାରିଲେ ୨ NEET ପରୀକ୍ଷାର୍ଥୀ
ହାଇଦ୍ରାବାଦ: ଗୋଟିଏ ଦିନ ପୂର୍ବରୁ ସରିଥିଲା NEET ପରୀକ୍ଷା। ହେଲେ ଆଜି ଜୀବନ ହାରିଦେଲେ ୨ ଜଣ ଛାତ୍ରଛାତ୍ରୀ। ପରୀକ୍ଷା ହେବାର ଗୋଟିଏ ଦିନ ପରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ୨ ଜଣ NEET ପରୀକ୍ଷାର୍ଥୀ।…
୨୨ ତାରିଖ ସୁଦ୍ଧା ବର୍ଷା, ଆସନ୍ତା ସପ୍ତାହରେ ବଙ୍ଗୋପସାଗର ଛୁଇଁବ ମୌସୁମୀ
ଭୁବନେଶ୍ୱର: କାଳବୈଶାଖୀ ପରେ ମୌସୁମୀ। ଆସନ୍ତା ସପ୍ତାହରେ ବଙ୍ଗୋପସାଗର ଛୁଇଁବ ମୌସୁମୀ। ଏବେ ରାଜ୍ୟରେ ସକ୍ରିୟ ରହିଛି କାଳବୈଶାଖୀ ପ୍ରଭାବ। ଫଳରେ ବିଭିନ୍ନ ଜିଲ୍ଲାରେ ବର୍ଷା ସହ ପବନ ଅନେକ କ୍ଷୟକ୍ଷତି କରୁଛି।…
ଜବରଦସ୍ତି ଖୁଆଇଲେ ଗୋମାଂସ, କଲେ ଗଣଦୁଷ୍କର୍ମ, ମୁସଲମାନ ହେବାକୁ ବାଧ୍ୟ କଲେ
ଉତ୍ତରପ୍ରଦେଶ: ସାମ୍ନାକୁ ଆସିଲା ଲଭ୍ ଜିହାଦର ଏକ ହୃଦୟ ବିଦାରକ ମାମଲା। ଜଣେ ମୁସଲିମ ଯୁବକ ନିଜକୁ ହିନ୍ଦୁ ପରିଚୟ ଦେଇ ବିବାହ କରିଥିଲେ, ତା’ପରେ ମହିଳାଙ୍କ ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରିଥିଲେ,…
ବୁଢ଼ୀ ଆଈଙ୍କର ୨୦ ବର୍ଷର ଯୁଆନ ସହ ପ୍ରେମ, ରୋମାନ୍ସ ଦେଖିଦେଲା ବୋହୂ, ଫେରାର ହୋଇଗଲେ ଶାଶୂ
ଉତ୍ତରପ୍ରଦେଶ: କୁହାଯାଏ ପ୍ରେମ ଅନ୍ଧ। ପ୍ରେମ ନାଁ ବୟସ ଦେଖେ ନାଁ ରୂପ ଯୌବନ। ଜଣେ କେତେବେଳେ ବି କାହା ପ୍ରେମରେ ପଡ଼ିପାରିବ। ଠିକ୍ ଯେମିତି ଏଇ ଆଈ ଜଣକ। ବୁଢ଼ୀ ଆଈଙ୍କର ୯ ଜଣ ପିଲା ଓ ଦୁଇଟି ନାତି-ନାତୁଣୀ ଅଛନ୍ତି।…