Browsing Category
ଖବର
୨୨ ତାରିଖ ସୁଦ୍ଧା ବର୍ଷା, ଆସନ୍ତା ସପ୍ତାହରେ ବଙ୍ଗୋପସାଗର ଛୁଇଁବ ମୌସୁମୀ
ଭୁବନେଶ୍ୱର: କାଳବୈଶାଖୀ ପରେ ମୌସୁମୀ। ଆସନ୍ତା ସପ୍ତାହରେ ବଙ୍ଗୋପସାଗର ଛୁଇଁବ ମୌସୁମୀ। ଏବେ ରାଜ୍ୟରେ ସକ୍ରିୟ ରହିଛି କାଳବୈଶାଖୀ ପ୍ରଭାବ। ଫଳରେ ବିଭିନ୍ନ ଜିଲ୍ଲାରେ ବର୍ଷା ସହ ପବନ ଅନେକ କ୍ଷୟକ୍ଷତି କରୁଛି।…
ଜବରଦସ୍ତି ଖୁଆଇଲେ ଗୋମାଂସ, କଲେ ଗଣଦୁଷ୍କର୍ମ, ମୁସଲମାନ ହେବାକୁ ବାଧ୍ୟ କଲେ
ଉତ୍ତରପ୍ରଦେଶ: ସାମ୍ନାକୁ ଆସିଲା ଲଭ୍ ଜିହାଦର ଏକ ହୃଦୟ ବିଦାରକ ମାମଲା। ଜଣେ ମୁସଲିମ ଯୁବକ ନିଜକୁ ହିନ୍ଦୁ ପରିଚୟ ଦେଇ ବିବାହ କରିଥିଲେ, ତା’ପରେ ମହିଳାଙ୍କ ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରିଥିଲେ,…
ବୁଢ଼ୀ ଆଈଙ୍କର ୨୦ ବର୍ଷର ଯୁଆନ ସହ ପ୍ରେମ, ରୋମାନ୍ସ ଦେଖିଦେଲା ବୋହୂ, ଫେରାର ହୋଇଗଲେ ଶାଶୂ
ଉତ୍ତରପ୍ରଦେଶ: କୁହାଯାଏ ପ୍ରେମ ଅନ୍ଧ। ପ୍ରେମ ନାଁ ବୟସ ଦେଖେ ନାଁ ରୂପ ଯୌବନ। ଜଣେ କେତେବେଳେ ବି କାହା ପ୍ରେମରେ ପଡ଼ିପାରିବ। ଠିକ୍ ଯେମିତି ଏଇ ଆଈ ଜଣକ। ବୁଢ଼ୀ ଆଈଙ୍କର ୯ ଜଣ ପିଲା ଓ ଦୁଇଟି ନାତି-ନାତୁଣୀ ଅଛନ୍ତି।…
ଅଜବ ବ୍ୟକ୍ତି, ଜାଣିଶୁଣି ଧରୁଛନ୍ତି ବିଷାକ୍ତ ସାପ, ଆଉ ସାପ ପାଖରୁ ଖାଉଛନ୍ତି କାମୁଡ଼ା
ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଏକ ଅଜବ ଘଟଣା। ସାଧାରଣତଃ ସାପକୁ ଦେଖିଲେ ସମସ୍ତେ ଭୟ କରନ୍ତି। କାଳ ସାପଟି ତାଙ୍କୁ କାମୁଡ଼ି ଦେବ। ହେଲେ ଏଠି କିଛି ଭିନ୍ନ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ଜାଣିଶୁଣି ସାପକୁ…
ସ୍ତ୍ରୀଙ୍କୁ କାବୁ କରିବାକୁ ତାନ୍ତ୍ରିକ ବତାଇଲା ଏମିତି ମନ୍ତ୍ର, ସ୍ୱାମୀ ପହଞ୍ଚି ଗଲେ ଜେଲ୍
ମଧ୍ୟପ୍ରଦେଶ: ସ୍ୱାମୀର କଥା ମାନୁ ନ ଥିଲେ ସ୍ତ୍ରୀ। ତେଣୁ ୨ ଜଣ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ କିପରି ନିଜ ଆୟତ୍ତକୁ ଆଣିପାରିବେ ସେନେଇ ଦିନ ରାତି ଭାବୁଥିଲେ। ଶେଷରେ ସେମାନେ ନିଜ ସ୍ତ୍ରୀ ମାନଙ୍କୁ କାବୁ କରିବା ପାଇଁ…
୨୩ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ, ଭୀଷଣ ଝଡ଼ବର୍ଷାର ସମ୍ଭାବନା
ଭୁବନେଶ୍ୱର: କାଳବୈଶାଖୀ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ। ଜାରି କଲା ୟେଲୋ ଓ୍ୱାର୍ଣ୍ଣିଂ। କେବଳ ଗୋଟେ କି ଦୁଇଟି ନୁହେଁ ୨୩ଟି ଜିଲ୍ଲାରେ ପ୍ରବଳ ଝଡ଼ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ।
ହଁ ଯଦିଓ…
Breaking: ଭୟଙ୍କର ବସ୍ ଦୁର୍ଘଟଣା, ଗାଡ଼ିରେ ଥିଲେ ଯାତ୍ରୀ, ପୋଲ ତଳକୁ ଖସି ପାଣିରେ ବୁଡ଼ିଗଲା ବସ୍
ବାଲେଶ୍ୱର: ଭୟଙ୍କର ବସ୍ ଦୁର୍ଘଟଣା। ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍। ଆଉ ପୋଲରୁ ଖସି ସିଧା ଯାଇ ପଡ଼ିଲା ରେନାଲ ପାଣି ଭିତରେ। ଆଉ ବସଟି ଅଧାରୁ ଅଧିକ ପାଣି ଭିତରେ ବୁଡ଼ିଯାଇଥିବାର…
ଭାଙ୍ଗି ରୁଜି ଚୁରମାର ହୋଇଗଲା ମମତାଙ୍କ ଦମ୍ଭ, ଶେଷରେ ଦୀଘା ମନ୍ଦିରରୁ ହଟିଲା ‘ଜଗନ୍ନାଥ ଧାମ’ ନାମ ଲେଖା
ପୁରୀ: ଶେଷରେ ମୁଣ୍ଡ ନୁଆଁଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭାଙ୍ଗି ରୁଜି ଚୁରମାର ହୋଇଗଲା ମମତାଙ୍କ ଗର୍ବ। ପ୍ରବଳ ବିରୋଧ ପରେ ନଇଁଲେ ମମତା। ଆଉ ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା 'ଜଗନ୍ନାଥ ଧାମ'…
ଆଜିଠୁ Skypeରେ ହେବନି ଭିଡିଓ କଲ୍, ଘୋଷଣା କଲା Microsoft
ନୂଆଦିଲ୍ଲୀ: ଟେକ୍ନୋଲୋଜି ଜାଏଣ୍ଟ ମାଇକ୍ରୋସଫ୍ଟ ଆଜିଠାରୁ ଅର୍ଥାତ୍ ମେ ୫ ତାରିଖରୁ ଏହାର ଲୋକପ୍ରିୟ ଭିଡିଓ କଲିଂ ପ୍ଲାଟଫର୍ମ Skypeକୁ ଆନୁଷ୍ଠାନିକ ଭାବରେ ବନ୍ଦ କରିଦେଇଛି।
କମ୍ପାନୀ ଫେବୃଆରୀ ୨୦୨୫ରେ ହିଁ ଏହି…
“ବିଜେପି କିଛି କଲେ ଆମେ ତ ପ୍ରଶ୍ନ କରୁନୁ, ତାହାଲେ ଦୀଘା ଉପରେ ବିଜେପିର ଏତେ ରାଗ କାହିଁକି”?
ପଶ୍ଚିମବଙ୍ଗ: ଦୀଘା ଜଗନ୍ନାଥ ମନ୍ଦିର ବିବାଦ। କିଛି ଦିନର ରାଜନୈତିକ ତର୍କ ବିତର୍କ ଭିତରେ ଆଜି ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେବଳ ମୁହଁ ଖୋଲିଛନ୍ତି ତା ନୁହେଁ, ବିଜେପି ଉପରେ ଖୁବ୍…