Browsing Category

ଖବର

ମୁସ୍କାନକୁ ମିଳିଲା ନୂଆ ସାଙ୍ଗ, ଯିଏକି ମୁସ୍କାନଠୁ ବି ଅଧିକ ଭୟଙ୍କର ଅପରାଧୀ

ମେରଠ: ମେରଠର ବହୁ ଚର୍ଚ୍ଚିତ ସୌରଭ ହତ୍ୟାକାଣ୍ଡ ମାମଲା। ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିଥିଲା ସ୍ୱାମୀହନ୍ତା ସ୍ତ୍ରୀ ମୁସ୍କାନ। ଆଉ ଏବେ ଜେଲ ଭିତରେ ମୁସ୍କାନକୁ ମିଳିଛି ତାର ନୂଆ ସାଙ୍ଗ। ଯାହାର ଅପରାଧ…

ଚମକାଇ ଦେଲା ସିଆଇଏ ରିପୋର୍ଟ… ୨୩ ଜଣ ଯବାନଙ୍କୁ ପଥର କରିଦେଲେ ଏଲିଅନ୍‌

ନୂଆଦିଲ୍ଲୀ: ଏଲିଅନ୍ ସମ୍ପର୍କରେ ଅନେକ ପ୍ରକାରର ତଥ୍ୟ ଆସେ। ଅନେକ ବୈଜ୍ଞାନିକ ଏପରିକି କୁହନ୍ତି ଯେ ଏଲିଅନ୍ ପୃଥିବୀରେ ପାଦ ରଖିଛନ୍ତି, ଯଦିଓ ସେମାନଙ୍କ ଅସ୍ତିତ୍ୱର ପ୍ରମାଣ ଆଜି ପର୍ଯ୍ୟନ୍ତ ଏକ ରହସ୍ୟ ହୋଇ ରହିଛି।…

କମ୍ପାନୀ କରୁଥିଲା ହଇରାଣ, ଟଏଲେଟ୍ ପେପରରେ ଇସ୍ତାଫା ପତ୍ର ଲେଖିଲେ କର୍ମଚାରୀ

ନୂଆଦିଲ୍ଲୀ: ଅନେକ ଲୋକ କମ୍ପାନୀଗୁଡ଼ିକରେ ହଇରାଣ ଏବଂ ଅତ୍ୟଧିକ ଚାପ ପାଇଁ କମ୍ପାନୀରୁ ଇସ୍ତଫା ଦେଇଥାଆନ୍ତି। ଯାହା ଆପଣମାନେ ଦେଖିଥିବେ ଅଙ୍ଗେ ମଧ୍ୟ ଲିଭାଇଥିବେ। କିନ୍ତୁ ଆପଣଙ୍କୁ ଏପରି ଏକ ଇସ୍ତଫା ପତ୍ର ବିଷୟରେ…

Tariff War: ଚୀନ ଉପରେ ୨୪୫% ଟାରିଫ ଲଗାଇଲା ଆମେରିକା

ନୂଆଦିଲ୍ଲୀ: ଚୀନ ଉପରେ ୨୪୫ ପ୍ରତିଶତ ଟାରିଫ ଲଗାଇଲା ଆମେରିକା। ବେଳକୁ ବେଳ ଜଟିଳ ହେଉଛି ଆମେରିକା-ଚୀନ ବାଣିଜ୍ୟ ଯୁଦ୍ଧ। ଚୀନକୁ ଜବାବ ଦେଲା ଆମେରିକା। ଚୀନ ଉପରେ ଆମେରିକାର ଜବାବୀ ୨୪୫ % ଟାରିଫ ଘୋଷଣା। ଚୀନ…

BREAKING: ଜଷ୍ଟିସ୍ ବି.ଆର୍ ଗଭାଇ ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ଜଷ୍ଟିସ୍ ବି.ଆର୍ ଗଭାଇ ଦେଶର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ। ବର୍ତ୍ତମାନର ସିଜେଆଇ ଜଷ୍ଟିସ୍ ସଞ୍ଜିବ ଖାନ୍ନା ବୁଧବାର ସୁପ୍ରିମକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି ବି.ଆର. ଗଭାଇଙ୍କୁ ତାଙ୍କ…

ଯାତ୍ରା କଳି, ଦରକାର ପଡ଼ିଲେ ଯାତ୍ରା ବନ୍ଦ କରିଦେବେ କଳାକାର

ଭୁବନେଶ୍ୱର: ଥମିବାର ନାଁ ଧରୁନି ଯାତ୍ରା କଳି। ଗୋଟେପଟେ ଯାତ୍ରା ପାର୍ଟି ମାଲିକଙ୍କ ମେଳି ଅନ୍ୟପଟେ ଯାତ୍ରା କଳାକାରଙ୍କ ବୈଠକ। କେଉଁ ମୋଡ଼ ନେବ ଯାତ୍ରା ମୋଡ଼। ବିବାଦର ସମାଧାନ ହେବ, ନାଁ ସବୁଦିନ ପାଇଁ ଯାତ୍ରା ଲୋପ…

BREAKING: ବସ୍‌-ଟ୍ରକ୍ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ସୋର: ଅଳ୍ପକେ ଟଳିଗଲା ବଡ଼ ବିପଦ। ବଞ୍ଚିଗଲା ୪୦ ଯାତ୍ରୀଙ୍କ ଜୀବନ। ସୋର କଲେଜ ଛକ ନିକଟରେ ବସ୍‌- ଟ୍ରକ ମୁହାଁମୁହିଁ ଧକ୍କା। ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା ବସ୍‌। ସାମ୍ନା ପଟୁ ଟ୍ରକ ସହ ମୁହାଁମୁହିଁ…

Breaking: ରେକର୍ଡ଼ ଭାଙ୍ଗିଲା ସୁନା ଦର, ପ୍ରଥମ ଥର ପାର କଲା ୯୬ ହଜାର, ଖୁବଶୀଘ୍ର ଲକ୍ଷେ ଛୁଇଁବା ଆକଳନ

ଭୁବନେଶ୍ୱର: ସୁନା କିଣିବା ଏବେ ସ୍ୱପ୍ନ ପାଲଟିଗଲାଣି। ସୁନା କିଣିବା ତ ଦୂରର କଥା ସୁନା କିଣିବା କଥା ଭାବିବା ବେଳକୁ ଡର ଲାଗୁଛି। କାରଣ ଆଜି ସବୁ ରେକର୍ଡ ଭାଙ୍ଗିଛି ସୁନା ଦର। ପ୍ରଥମ ଥର ୯୬ ହଜାର ପାର କରିଛି ସୁନା…

ଫ୍ଲାଇଟ୍ ଆଟେଣ୍ଡାଣ୍ଟଙ୍କ ଲାଗିଲା ଲଟେରି… ୫ଶହ ଟଙ୍କା ବଦଳରେ ଜିତିଲେ ୨୧ କୋଟି, ମଝି ଆକାଶରେ ଚାକିରିକୁ କଲେ ଗୁଡ୍ ବାଏ

ନୂଆଦିଲ୍ଲୀ: ଗୋଟେ କଥା ଶୁଣିବାକୁ ମିଳେ ଯେତେବେଳେ ଉପରବାଲା ଦିଏ ଛପର ଫାଡ଼ିକି ଦିଏ। ଯେତେବେଳେ ଭଗବାନ ତୁମ ଭାଗ୍ୟରେ କିଛି ଭଲ ଲେଖିଥିବେ ତାହା ନିଶ୍ଚିତ ହେବ। ଏମିତି କିଛି ଘଟିଛି ବିମାନ ପରିଚାରିକାଙ୍କ…