Browsing Category
ଖବର
Breaking: ଆରେଷ୍ଟ ହେବେ କି ଜୟନାରାୟଣ, ନିଜେ FIR ଦେଲେ IIC
ସମ୍ୱଲପୁର: ପୁଣି ଧମକାଇଲେ ଜୟନାରାୟଣ। ପୂର୍ବରୁ କମ ବିବାଦରେ ଫସିଥିଲେ ଯେ, ପୁଣିଥରେ ପୋଲିସକୁ ଧମକ ଦେଇ ଚର୍ଚ୍ଚାକୁ ଆସିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଆଉ ଏହି ବିବାଦ ଏତେ ବାଟ ବଢିଗଲା ଯେ, ସିଧା IIC ନିଜେ…
Breaking: IED ଖଞ୍ଜା ଯାଇଥିଲା କାହା ପାଇଁ ଆଉ ମଲା କିଏ?
ଛତିଶଗଡ଼: IED ଖଞ୍ଜା ଯାଇଥିଲା କାହା ପାଇଁ ଆଉ ମଲା କିଏ? ସବୁଦିନ ପରି ସାଙ୍ଗ ହୋଇ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ ଦୁଇ ଜଣ ବ୍ୟକ୍ତି। ହେଲେ IED ବ୍ଲାଷ୍ଟରେ ଚାଲିଗଲା ଜଣଙ୍କ ଜୀବନ। ଏବେବି ଜଣେ ଗୁରୁତର…
ତଳମୁହାଁ ସୁନା ଦର, ଖୁବଶୀଘ୍ର ୫୦ ହଜାର ହେବ ସୁନା !
ଭୁବନେଶ୍ୱର: ପୁଣି ଶସ୍ତା ହେଲା ସୁନା ଦର। ମଧ୍ୟବିତ୍ତ ପରିବାରଙ୍କୁ ଆଶ୍ୱସ୍ତି। କିଛି ଦିନ ହେବ ଯେଉଁଭଳି ସୁନା ଓ ରୂପାର ଦାମ ହୁ ହୁ ହୋଇ ବଢି ଚାଲିଥିଲା, ମନେ ହେଉଥିଲା ଆଉ ସୁନା କିଣି ହେବନି। କିଣିବା ତ ଦୂରର କଥା…
ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା, ସାଢ଼େ ୩ ଟାରୁ ଗଡ଼ିବ ରୁକୁଣା ରଥ
ଭୁବନେଶ୍ୱର: ଆଜି ପବିତ୍ର ଅଶୋକାଷ୍ଟମୀ। ଏକାମ୍ର କ୍ଷେତ୍ର ବା ଭୁବନେଶ୍ୱରର ଏକ ଅନ୍ୟତମ ମହୋତ୍ସବ। ଯାହାକି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ବା ଅଣଲେଉଟା ରଥଯାତ୍ରା। ଅଣଲେଉଟା ରଥରେ ଚଢ଼ି ମାଉସୀଘର ଯିବେ ମହାପ୍ରଭୁ…
Breaking: ଚୋରି ପାଇଁ ଆସିଲେ, ହେଲେ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲେ
ଯାଜପୁର: ଦିନକୁ ଦିନ ବଢ଼ି ବଢି଼ ଚାଲିଛି ଲୁଟ୍ ଓ ଲୁଟ୍ ବେଳେ ହତ୍ୟା। ଠିକ୍ ସେହିପରି ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ଲୁଟ୍ ପାଇଁ ଘରେ ପଶିଥିଲେ। ଆଉ ଘରର ବୃଦ୍ଧା ଉଠି ପଡିବାରୁ ତାଙ୍କୁ ଠେଙ୍ଗାରେ ପିଟିପିଟି…
Breaking: ଆରମ୍ଭ ହେଲା ବାଘ ଗଣନା, ୨୦୨୬ରେ ଆସିବ ରିପୋର୍ଟ
ବାରିପଦା: ଆଜିଠୁ ବାଘ ଗଣନା ଆରମ୍ଭ। ସର୍ବଭାରତୀୟ ସ୍ତରରେ ଆଜିଠାରୁ ଆରମ୍ଭ ହୋଇଛି ବାଘ ଗଣନା। ବନ ବିଭାଗ ପକ୍ଷରୁ ଏଥିପାଇଁ ବିଭିନ୍ନ ଟିମ୍ କରାଯାଇଛି। ଏହାସହ ବାରିପଦାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ବାଘ…
Breaking: ନେପାଳରେ ଭୂକମ୍ପ ଝଟକା, ଥରିଲା ଉତ୍ତର ଭାରତ
ନେପାଳ: ପୁଣି ଭୂକମ୍ପ ଝଟକା। ମିଆଁମାର ଭୂକମ୍ପରେ ପୁରା ଅଞ୍ଚଳ ଛାରଖାର ହୋଇଯିବା ପରେ, ଏବେ ନେପାଳରେ ଅନୁଭୂତ ହୋଇଛି ଭୂକମ୍ପ ଝଟକା। ୩ ମିନିଟ୍ ମଧ୍ୟରେ ୨ ଥର ଭୂକମ୍ପ ଝଟକାରେ ଥରିଲା ନେପାଳ। ନେପାଳ ସହ ଉତ୍ତର ଭାରତରେ…
Breaking: ଓ୍ୱକଫ ବିଲ୍ ସପକ୍ଷରେ ଭୋଟ୍, ସସ୍ମିତଙ୍କ ବିରୋଧରେ ବିଜେଡି ନେବ କଠୋର କାର୍ଯ୍ୟାନୁଷ୍ଠାନ!
ଭୁବନେଶ୍ୱର: ବିଜେଡିରେ ବଡ଼ କମ୍ପନ। ଦୁଇଫାଳ ହୋଇଗଲା କି ଶଙ୍ଖ। ଓ୍ୱକଫ ବିଲ୍ ସପକ୍ଷରେ ଭୋଟ ଦେଇ ବିବାଦରେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନବୀନଙ୍କୁ ଚିଠି…
କଂଗ୍ରେସ କର୍ମୀଙ୍କ ଅତ୍ୟାଚାର ସହି ନପାରି ଆତ୍ମହତ୍ୟା କଲେ ବିଜେପି କର୍ମୀ
ବେଙ୍ଗାଲୁରୁ: କଂଗ୍ରେସ ପାଇଁ ଜୀବନ ହାରିଦେଲେ ବିଜେପି କର୍ମୀ। କଂଗ୍ରେସ କର୍ମୀଙ୍କ ଅପମାନ ଓ ଲୋକଲଜ୍ୟା ସହିପାରିଲେନି। ଦୀର୍ଘ ୨ ମାସ କାଳ ଅପମାନିତ ହୋଇ ହୋଇ ଶେଷରେ ନିଜ ଅଫିସରେ ଆତ୍ମହତ୍ୟା କରିଦେଲେ ବିଜେପି କର୍ମୀ…