Browsing Category

ଖବର

ସେପ୍ଟେମ୍ୱର ମାସ ପ୍ରଥମ ଦିନରୁ ସବୁ ରେକର୍ଡ ଭାଙ୍ଗିଲା ସୁନାଦର, ୧.୨୪ ଲକ୍ଷ ଟଙ୍କା ପାର୍ କଲା ରୂପା

ନୂଆଦିଲ୍ଲୀ: ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହେଲା।  ସେପ୍ଟେମ୍ୱର ମାସ ପ୍ରଥମ ଦିନରୁ ହିଁ ସବୁ ରେକର୍ଡ ଭାଙ୍ଗିଲା ସୁନା ଦର। କେବଳ ସୁନା ନୁହେଁ ରୂପା ଦରରେ ମଧ୍ୟ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ସୋମବାର…

ଗୁଗୁଲ୍ ଦେଲା ଚେତାବନୀ, ୨୫୦ କୋଟି Gmail ୟୁଜର୍ସଙ୍କ ଉପରେ ବିପଦ, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ସତର୍କ କରାଇଲା ଗୁଗୁଲ୍।  ୨୫୦ କୋଟି Gmail ୟୁଜର୍ସଙ୍କ ମୁଣ୍ଡ ଉପରେ ଘୂରି ବୁଲୁଛି ବିପଦ। ଶୀଘ୍ର କରନ୍ତୁ ଏହି କାମ। ହ୍ୟାକର୍ସମାନଙ୍କ ଦ୍ୱାରା ବଢୁଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ୟୁଜରମାନଙ୍କୁ ତୁରନ୍ତ…

ଭୂକମ୍ପ ରଚିଲା ମୃତ୍ୟୁର ବିଭୀଷିକା, ଏବେସୁଦ୍ଧା ୬୨୨ ଜଣଙ୍କର ମୃତ୍ୟୁ, ୧୫୦୦ରୁ ଅଧିକ ଗୁରୁତର ଆହତ, ବଢୁଛି ମୃତ୍ୟୁ ସଂଖ୍ୟା

ଆଫଗାନିସ୍ତାନ: ରବିବାର ଦିନ ବିଳମ୍ୱିତ ରାତିରେ ତାଲିବାନ ଶାସିତ ଆଫଗାନିସ୍ତାନରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ଅତି କମରେ ୬୨୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୫୦୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି।…

ଟ୍ରମ୍ପଙ୍କୁ ଶକ୍ତ ଚାପୁଡ଼ା ମାରିଲେ ମୋଦି, ମଞ୍ଚ ଉପରୁ ଆମେରିକାକୁ ରୋକଠୋକ୍ ଶୁଣାଇଦେଲେ

ନୂଆଦିଲ୍ଲୀ: ଆମେରିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶକ୍ତ ଜବାବ। ଟ୍ରମ୍ପଙ୍କୁ ରୋକଠୋକ୍ ଶୁଣାଇଦେଲେ ମୋଦି। ପାକିସ୍ତାନକୁ ସୁରକ୍ଷା ଦେଉଥିବା ଆମେରିକାକୁ ମଞ୍ଚ ଉପରୁ ଭର୍ସନା କଲେ ଭାରତର ପ୍ରଧାନମନ୍ତ୍ରୀ।…

(BREAKING) ମାଛ ମୁଣ୍ଡ ପାଇଁ ହତ୍ୟାକାଣ୍ଡ, ଯୁବକଙ୍କୁ ମାରି ବୁଦା ଭିତରେ ଫୋପାଡ଼ି ଦେଲେ ଅଭିଯୁକ୍ତ

ଖଲ୍ଲିକୋଟ: ମାଛ ମୁଣ୍ଡ ନେଲା ଜୀବନ।  ଖାଇବା ବେଳେ ମାଛ ମୁଣ୍ଡ ନଦେବାରୁ ରୋଷେୟାକୁ ହତ୍ୟା। କେବଳ ସେତିକି ନୁହେଁ ହତ୍ୟା କରି ରୋଷେୟାକୁ ବିଲ ଭିତରେ ଥିବା ଏକ ଲଟାବୁଦା ମଧ୍ୟରେ ଫିଙ୍ଗି ଦେଇଥିଲେ। ଘଟଣାଟି ଅଗଷ୍ଟ…

ମାସ ଆରମ୍ଭରୁ ନୂଆ ନିୟମ, LPG, ରୂପା, ପୋଷ୍ଟ ଅଫିସ, SBI କାର୍ଡ ସବୁ ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ: ଆଜି ୨୦୨୫ ବର୍ଷର ୯ମ ମାସ ଅର୍ଥାତ୍ ସେପ୍ଟେମ୍ବର ମାସ ଆଜିଠାରୁ ଆରମ୍ଭ ହେଉଛି। ଆଉ ସେପ୍ଟେମ୍ବର ମାସ ପହିଲାରୁ ଅନେକ ନିୟମରେ ପରିବର୍ତ୍ତନ ହୋଇଛି। ଯାହା ଆଜିଠାରୁ ଲାଗୁ ହେବ। ଆଜି ଆମେ ଏଠାରେ ସେହି…

ନୀତିଶ ରାଣାଙ୍କ ଦମ୍ ରେ DPL ୨୦୨୫ର ଟାଇଟଲ ଜିତିଲା ଓ୍ୱେଷ୍ଟ ଦିଲ୍ଲୀ, ଫାଇନାଲରେ ସେଣ୍ଟ୍ରାଲ ଦିଲ୍ଲୀକୁ ଦେଲା ମାତ୍

ନୂଆଦିଲ୍ଲୀ: ଅଧିନାୟକ ନୀତିଶ ରାଣାଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ଓ୍ୱେଷ୍ଟ ଦିଲ୍ଲୀ ଲାୟନ୍ସ, ଦିଲ୍ଲୀ ପ୍ରିମିୟର ଲିଗ୍ ଅର୍ଥାତ୍ DPL ୨୦୨୫ର ଟାଇଟଲ ହାତେଇଛି। ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ଏହି DPL…

ପୁଣି ଅଘଟଣ, ଦିଲ୍ଲୀରୁ ଇନ୍ଦୋର ଯାଉଥିବା ଏୟାର ଇଣ୍ଡିଆ ବିମାନ ଇଞ୍ଜିନରେ ନିଆଁ, ମଝି ଆକାଶରେ…

ନୂଆଦିଲ୍ଲୀ: ପୁଣି ଅଘଟଣ। ବିମାନ ଇଞ୍ଜିନରେ ନିଆଁ। ଯାତ୍ରୀ ନେଇ ଯାଉଥିବା ଏୟାର ଇଣ୍ଡିଆ ବିମାନ ଇଞ୍ଜିନରେ ହଠାତ୍ ଲାଗିଗଲା ନିଆଁ। ଦିଲ୍ଲୀରୁ ଇନ୍ଦୋର ଯାଉଥିବା ଏୟାର ଇଣ୍ଡିଆ ବିମାନର ଇଞ୍ଜିନରେ ନିଆଁ ଲାଗିବା ଖବରକୁ…

ମାସ ଆରମ୍ଭରୁ ବୃଷ ରାଶି ସମେତ ଏହି ୩ ରାଶିଙ୍କ ଭାଗ୍ୟରେ ଲାଗିବ ଲଟେରୀ, ଚାକିରି-ବ୍ୟବସାୟରେ ମିଳିବ ଲାଭ

ଓଡିଶାଭାସ୍କର: ଆଜି ମେଷ ରାଶିର ଲୋକଙ୍କ ପାଇଁ ଏକ ଶୁଭ ଦିନ। ଆପଣ ଭଲ ଖବର ଶୁଣିବାକୁ ପାଇବେ। ଆଜି ବୃଷ ରାଶିର ଲୋକଙ୍କ ପାଇଁ ମଧ୍ୟ ଏକ ଭଲ ଦିନ ହେବାକୁ ଯାଉଛି। ଆପଣଙ୍କ ସମ୍ମାନ ବୃଦ୍ଧି ହେବ। ଆପଣଙ୍କ ପାରିବାରିକ…