Browsing Category
ଖବର
Video: ସୁଖୋଇ -୩୦ରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଶ୍ୱ ଦେଖିଲା ଭାରତର ନାରୀ ଶକ୍ତି
ଆସାମ: ବାୟୁସେନାର ଲଢୁଆ ଯୁଦ୍ଧ ବିମାନ ସୁଖୋଇ 30 MKI ରେ ଉଡ଼ିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଆସାମର ତେଜପୁର ଏୟାରଫୋର୍ସ ଷ୍ଟେସନରୁ ଏହି ଉଡାଣ କରିଥିଲେ। ଖୁବ ସ୍ୱଳ୍ପ ସମୟ ପାଇଁ ଏହି ଯାତ୍ରା…
ଫଟୋ ଉଠାଇବା ନିଶାରେ ପ୍ରଭୁ ରାମଙ୍କ ପ୍ରତିମା ଉପରକୁ ଚଢ଼ିଗଲେ ବିଜେପି ବିଧାୟକ, ସମାଲୋଚନା କଲା କଂଗ୍ରେସ
ନୁଆଦିଲ୍ଲୀ: ଗୁରୁବାର ସାରା ଭାରତରେ ଅଦଭୁତପୁର୍ବ ଉତ୍ସାହର ସହିତ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ଦିବସ 'ରାମନବମୀ' ପାଳନ କରାଯାଇଛି। ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଭକ୍ତିଭାବରେ ପ୍ରଭୁଙ୍କର ପୂଜା କରିଥିଲେ। ଏହାରି ମଧ୍ୟରେ…
Video: ତୃତୀୟ ଦିନିକିଆରେ ‘ଲୁଙ୍ଗି ଡ୍ୟାନ୍ସ’ ଗୀତରେ ଝୁମିଲେ ବିରାଟ କୋହଲି, ଭାଇରଲ ହେଲା ଭିଡିଓ
ନୂଆଦିଲ୍ଲୀ: ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଭାରତୀୟ ଦଳ ଟସ୍ ହାରିବା ପରେ ପ୍ରଥମେ ବୋଲିଂ କରୁଛି। ପ୍ରଥମେ ବ୍ୟାଟିଂ କରି…
Video: ହାତୀ ଓ ମଣିଷ ଭିତରେ ରହିଛି ମଧୁର ସମ୍ପର୍କ, ଏଇ ପ୍ରେମକୁ ଦେଖିଲେ ଫିଲ୍ମ ହାତୀ ମେରା ସାଥୀର କଥା ମନେପଡେ…
ଢେଙ୍କାନାଳ: ମଣିଷ ଆଉ ହାତୀର ଏହି ପ୍ରେମକୁ ଦେଖିଲେ ଫିଲ୍ମ ହାତୀ ମେରା ସାଥୀର କଥା ମନେପଡେ। ଏମାନଙ୍କୁ ଦେଖିଲେ ଲାଗେ ଯେ, ଏହା କେବଳ ପ୍ରେମରେ ଯେ ସିମିତି ତାହା ନୁହେଁ, ବରଂ ପ୍ରେମ ଠାରୁ ଆହୁରି ଉର୍ଦ୍ଧରେ। ଏ…
ଏୟାରପୋର୍ଟରେ ଯୁବକଙ୍କୁ ପ୍ରପୋଜ କଲେ ରୋହିତ ଶର୍ମା: ପଚାରିଲେ- ‘ତୁମେ ମୋତେ ବିବାହ କରିବ’, ଭାଇରାଲ ହେଲା ଭିଡିଓ
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ବିଶାଖାପାଟନାରେ ଜାରି ରହିଛି । ଏହି ମ୍ୟାଚ୍ରେ ଭାରତର ବ୍ୟାଟ୍ସମ୍ୟାନ୍ମାନେ ନିରାଶାଜନକ ପ୍ରଦର୍ଶନ କରିଛନ୍ତି…
Video: ରାତିରେ ଭାଲୁ ଵନିଯାଇ ପଶୁଥିଲେ ଅନ୍ୟଘରେ, ଏବେ ପୋଲିସ ହାତରେ ସେହି ଭାଲୁ…
ଉଦଳା: ଆଗରେ ଦୌଡ଼ୁଥିଲା ଏ ବିରଳ ପ୍ରାଣି ଆଉ ପଛରେ ଗୋଡ଼ଉଥିଲା ପୋଲିସ। ଆଉ ଧରିଦେଲା ପରେ ନିଜେ ଡରିଲେ। କାରଣ ଧରିଲାପରେ ହଠାତ୍ ଲାଗିଥିଲା ଯେମିତି ଗୋଟିଏ ଭାଲୁ ମଣିଷ ପୋଷକ ପିନ୍ଦିପକାଇଛି। ଆଉ ଥାନା ପଯ୍ୟନ୍ତ ଆଣିବା…
Video: ୪-୫ ବର୍ଷ ମଧ୍ୟରେ ଏଭଳି ପ୍ରଥମ ଥର ହୋଇଛି, ବିରାଟ କୋହଲିଙ୍କ ସହିତ କଷ୍ଟ ବାଣ୍ଟିଲେ ସ୍ମୃତି ମନ୍ଧାନା
ଦିଲ୍ଲୀ: ମହିଳା ପରିମିୟର ଲିଗ ୨୦୨୩ ରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର(RCB) ଗତକାଲି ପ୍ରଥମ ବିଜୟ ହାସଲ କରିଛି। ୬ ଟି ମ୍ୟାଚରେ ପ୍ରଥମ ବିଜୟ ପରେ ଦଳ ଲିଗରେ ନିଜର ଆଶା ବଞ୍ଚାଇ ରଖିଛି। ଦଳର ପ୍ରଥମ ବିଜୟ ପରେ ବିରାଟ…
ଭୋପାଳ ଗ୍ୟାସ ଦୁର୍ଘଟଣା ପୀଡିତଙ୍କୁ ଝଟକା ଦେଲେ ସୁପ୍ରିମକୋର୍ଟ: କ୍ଷତିପୂରଣ ଦାବି ଖାରଜ..
ନୂଆଦିଲ୍ଲୀ: ଭୋପାଳ ଗ୍ୟାସ ଟ୍ରାଜେଡିକୁ ନେଇ ରାୟ ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଦୁର୍ଘଟଣା ପୀଡିତଙ୍କୁ ଅଧିକ କ୍ଷତିପୂରଣ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଯାଚିକାକୁ ସୁପ୍ରିମ କୋର୍ଟ ଖାରଜ କରିଛନ୍ତି ।…
Video: ଯେଉଁ ମହିଳାମାନଙ୍କୁ ଡାକ୍ତରବି ମନା କରିଦିଅନ୍ତି ,ସେ ମହିଳା ମାନେ ଏଠାରେ ବୁଡ଼ ପକେଇଲେ ହୋଇଯାନ୍ତି ଗର୍ଭବତୀ
ଖୋର୍ଦ୍ଧା: ଛୁଆ ନହେଲେ ମହିଳା ମାନେ ଏଠିକୁ ବୁଡ଼ ପକାଇବା ପାଇଁ ଆସନ୍ତି। ଯେଉଁ ମହିଳା ମାନଙ୍କୁ ଡାକ୍ତର ମନା କରିଦିଅନ୍ତି। କେବେ ମାଆ ହୋଇପାରିବୁ ନାହିଁ ବୋଲି କୁହନ୍ତି। ସେହି ମହିଳା ମାନେ ସେମାନଙ୍କର ବନ୍ଧ୍ୟା ଦୋଷ…
‘ପିଲାଦିନେ ମୋ ବାପା ମୋର ଯୌନ ଶୋଷଣ କରିଥିଲେ, ମୁଁ ଭୟରେ ଖଟ ତଳେ ଲୁଚି ରହିଥିଲି’: ଦିଲ୍ଲୀ ମହିଳା ପ୍ୟାନେଲ ମୁଖ୍ୟ
ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ(DCW) ମୁଖ୍ୟ ସ୍ୱାତି ମାଲିୱାଲ ନିଜର ପିତାଙ୍କ ଉପରେ ପିଲାଦିନେ ଯୌନ ଶୋଷଣର ଅଭିଯୋଗ ଲଗାଇଛନ୍ତି। ମହିଳା ଆୟୋଗ ଦ୍ୱାରା ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସେ ତାଙ୍କ ସହିତ ଘଟିଥିାବ…