Browsing Category
ଖବର
ଦିନେ ବିଧାନସଭାରୁ ଟେକି ଟେକି ବାହାର କରିଦିଆଯାଇଥିଲା, ଏବେ ବାଚସ୍ପତି ହୋଇ ସେହି ବିଧାନସଭା ଚଲାଇବେ
ନୂଆଦିଲ୍ଲୀ: ସମୟ କେତେବେଳେ କାହାର ବି ବଦଳି ଯାଇପାରେ। କିଏ ଭିକାରୀରୁ ରାଜା ହୋଇଯାଏ ତ ଆଉ କିଏ ରାଜାରୁ ଭିକାରୀ। ଏହିପରି ଘଟଣା ଆପଣମାନେ ଅନେକ ସମୟରେ ଦେଖିଥିବେ। ଏବେ ଠିକ୍ ସେହିପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି।…
କୁକୁଡ଼ା ଖାଉଥିଲେ ସାବଧାନ, ୩ଦିନରେ ମଲେଣି ୨୫୦୦, ବ୍ୟାପୁଛି ଅଜଣା ରୋଗ
ଚେନ୍ନାଇ: କୁକୁଡ଼ା ଖାଉଥିଲେ ସାବଧାନ। ବ୍ୟାପୁଛି ଅଜଣା ରୋଗ। ୩ ଦିନ ଭିତରେ ମଲେଣି ୨୫୦୦ କୁକୁଡ଼ା। ହେଲେ କୁକୁଡ଼ାଙ୍କ ମୃତ୍ୟୁ କାହିଁକି ହେଉଛି। କେଉଁ ରୋଗରେ ହେଉଛି ତାହା କିନ୍ତୁ ଏବେଯାଏଁ ଜଣାପଡିନାହିଁ।
ବାର୍ଡ…
Breaking: ସତର୍କ କଲା ପାଣିପାଗ କେନ୍ଦ୍ର, ଆସନ୍ତା ୨ରୁ୩ ଘଣ୍ଟା ପ୍ରବଳ ବର୍ଷା
ଭୁବନେଶ୍ୱର: ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା। ଗଞ୍ଜାମ, କଟକ, ଖୋର୍ଦ୍ଧା, ପୁରୀ ଓ ଯାଜପୁରରେ ପ୍ରବଳ ବର୍ଷା ସମ୍ଭାବନା। କଟକ ଓ ଭୁବନେଶ୍ୱରରେ ମଧ୍ୟ ଏବେ ଜାରି ରହିଛି ବର୍ଷା। ଆଗମୀ କିଛି ଘଣ୍ଟା…
Breaking: କିଟ୍ ଛାତ୍ରୀ ଆତ୍ମହତ୍ୟା ଘଟଣା, ଉଚ୍ଚସ୍ତରୀୟ କମିଟିରେ ହାଜର ହେଲେ ଅଚ୍ୟୁତ ସାମନ୍ତ
ଭୁବନେଶ୍ୱର: କିଟ୍ କଲେଜ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା। ରାଜ୍ୟ ଅତିଥି ଭବନରେ ହାଜର ହେଲେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ପ୍ରତିଷ୍ଠାତାଙ୍କୁ ଉଚ୍ଚସ୍ତରୀୟ କମିଟି ପାଖରେ…
Breaking: ଓଡ଼ିଶାରୁ ବିଦେଶକୁ ବଢ଼ିବ ମଦର ରପ୍ତାନୀ, ମାଣ୍ଡିଆରୁ ତିଆରି ହେବ ମଦ
ଭୁବନେଶ୍ୱର: ଓଡ଼ିଶାରୁ ବିଦେଶକୁ ବଢ଼ିବ ମଦର ରପ୍ତାନୀ। ଓଡିଶାରେ ତିଆରି ହେବ ଅଧିକ ପରିମାଣରେ ମଦ। ଯାହା ଉପରେ କମ୍ପାନୀକୁ ସବସିଡି ଦେବେ ରାଜ୍ୟ ସରକାର। ତାଛଡ଼ା ଅପମିଶ୍ରିତ ମଦ ବନ୍ଦ କରିବାକୁ ମଧ୍ୟ ସରକାର…
କପି ପାଇଁ ଗୁଳିକାଣ୍ଡ, ଉତ୍ତର ନଦେଖାଇବାରୁ ଦଶମ ପରୀକ୍ଷା ହଲରେ ଛାତ୍ର ମୃତ୍ୟୁ
ବିହାର: ଏବେ ଚାଲିଛି ମ୍ୟାଟ୍ରିକ ପରୀକ୍ଷା। କଥାରେ ଅଛି ଏହି ମ୍ୟାଟ୍ରିକ ପରୀକ୍ଷା ଜଣେ ପିଲାର ମୂଳଦୁଆ। ଏହିଠାରୁ ଆରମ୍ଭ ହୁଏ ଜୀବନର ପ୍ରକୃତ ପରୀକ୍ଷା। ହେଲେ ଏବେ ସେହି ମ୍ୟାଟ୍ରିକ ପରୀକ୍ଷା କେନ୍ଦ୍ରରେ ଦେଖିବାକୁ…
ପାକିସ୍ତାନକୁ ଲାଗିଲା ବଡ଼ ଝଟକା, ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଉପରେ ICC ଲଗାଇଲା ଜୋରିମାନା
ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସବୁଠୁ ବଡ଼ ମ୍ୟାଚ୍, ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତା ଫେବୃଆରୀ ୨୩ ତାରିଖରେ ଦୁବାଇରେ ଖେଳାଯିବ। ଯଦି ଦେଖିବା ଏହି ଚ୍ୟାମ୍ପିୟନ୍ସ ଟ୍ରଫି ଚଳିତ ବର୍ଷ ପାକିସ୍ତାନ ଆୟୋଜନ…
ଗିରଫ ହେଲା ‘ଲେଡ଼ି ଡ଼ନ୍’, ଗ୍ୟାଙ୍ଗଷ୍ଟର ସ୍ୱାମୀ ପରେ ପତ୍ନୀକୁ ବାନ୍ଧିବାରେ ସଫଳ ହେଲା ପୋଲିସ
ନୂଆଦିଲ୍ଲୀ: ଦୀର୍ଘ ଦିନର ଚୋର ପୋଲିସ ଖେଳ ଭିତରେ ଶେଷରେ ଧରା ପଡ଼ିଲା ଲେଡ଼ି ଡ଼ନ୍। ପୋଲିସକୁ ସବୁ ପରିସ୍ଥିତିରେ ଚକମା ଦେଇ ଖସି ଯିବାରେ ସଫଳ ହେଉଥିବା ଲେଡ଼ି ଡ଼ନ୍ ଜୋୟା ଖାନକୁ ଶେଷରେ ଗିରଫ କରିଛି ଦିଲ୍ଲୀ ପୋଲିସ।…
ବିବାହ ପରେ ଅଧିକାଂଶ ମହିଳା ଚାକିରି ଛାଡ଼ିବାର ମୂଳ କାରଣ କ’ଣ ?
ନୂଆଦିଲ୍ଲୀ: ପ୍ରତ୍ୟେକ ମହିଳାଙ୍କ ଜୀବନରେ ବିବାହ ଏକ ନୂଆ ଆରମ୍ଭ ଆଣିଦିଏ। ସାଧାରଣ ଝିଅଟିଏ ହେଉ କିମ୍ୱା କର୍ମଜୀବୀ ମହିଳା ସମସ୍ତେ ନିଜର ବିବାହକୁ ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି। ବାହାଘରରେ ବିଭିନ୍ନ ପ୍ରକାରର…
Breaking: ଆକ୍ସନ ମୁଡ଼ରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ, ଦାୟିତ୍ୱ ନେଉନେଉ ବଡ଼ ଘୋଷଣା
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କ୍ୟାବିନେଟରେ ବିଭାଗ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ରେଖା କୁପ୍ତା। ନିଜ ପାଖରେ ପାଖାପାଖି ୪ଟି ବିଭାଗ ରଖିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପରବେଶ ବର୍ମାଙ୍କୁ ଦେଇଛନ୍ତି…