Browsing Category

ଖବର

ମହିଳାଙ୍କ ପେଟରୁ ବାହାରିଲା ୫୫ ବ୍ୟାଟେରୀ: ଚକିତ ହୋଇପଡ଼ିଲେ ଡାକ୍ତର…

ନୂଆଦିଲ୍ଲୀ: ଅନେକ ସମୟରେ ଡାକ୍ତରମାନେ ରୋଗୀଙ୍କ ପେଟରୁ ବିଭିନ୍ନ ବସ୍ତୁ ବାହାର କରିଥିବା କଥା ଶୁଣିଛନ୍ତି। ଏଭଳି ଅନେକ ସମୟରେ ଖବର ମଧ୍ୟ ଆସିଛି। ଏହାରି ମଧ୍ୟରେ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଯେଉଁଠାରେ ଡାକ୍ତର…

ଚୀନରେ ବଡ଼ ଧରଣର ଦୁର୍ଘଟଣା: ଲୁହା ଖଣି ଭିତରେ ପସିଲା ପାଣି, ୧୪ ଶ୍ରମିକ ମୃତ

ଚୀନରେ ଲୁହା ଖଣିରେ ପାଣି ଭରିବା କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୪ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ନିଖୋଜ ହୋଇଯାଇଛନ୍ତି । ମିଳିଥିବା ସୂଚନା ଅନୂଯାୟୀ, ତାଙ୍ଗଶାନ ସହରର ସରକାର ଏହାକୁ ନେଇ ଏକ…

ଦେଶରେ ୧୨ ଟଙ୍କା ଶସ୍ତା ହୋଇପାରେ ପେଟ୍ରୋଲ-ଡିଜେଲ୍ ! କଞ୍ଚାତେଲର ଦାମ ରୁ ମିଳୁଛି ସଙ୍କେତ

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ବଜାରରେ କଞ୍ଚାତେଲର ଦାମ୍ ରେ ହ୍ରାସ ପରିଲକ୍ଷିତ ହୋଇଛି । ଗତ ୩ ମାସରେ ଅନ୍ତରାଷ୍ଟ୍ରୀୟ ବଜାରରେ ୨୫-୩୦ ଡଲାର ଶସ୍ତା ହୋଇଛି । ଏହି ସମୟରେ କ୍ରୁଡ୍ ଅଏଲ ୯୧ ଡଲାର ପ୍ରତି ବ୍ୟାରେଲ…

ଅପରାଧୀଙ୍କୁ ଛୋଟା କରୁଛି ୟୁପି ପୋଲିସର ଅପରେସନ ‘ଲଙ୍ଗଡା’: ୨୦୧୭ ରୁ ୨୨ ଭିତରେ ଗୁଳିଖାଇଲେଣି ୩ ହଜାରରୁ ଅଧିକ ଅପରାଧୀ

ନୂଆଦିଲ୍ଲୀ: ଅପରେସନ ‘ଲଙ୍ଗଡା’ । କଣ ଏହି ଅପରେସନ ଲଙ୍ଗଡା । ଏହା କି ପ୍ରକାରର ଅପରେସନ । ଯାହାର ନାଁ ଶୁଣିଲେ ଥରି ଉଠେ ଅପରାଧୀଙ୍କ ଛାତି । ହଁ ଆଜ୍ଞା ପୋଲିସର ଏହା ଏଭଳି ଏକ ଅପରେସନ ଯାହା ଅପରାଧୀଙ୍କୁ ଭୟଭୀତ କରାଇ…

ଗର୍ଭବତୀ ହେଲେ ଅବିବାହିତ ଯୁବତୀ: ପହଞ୍ଚିଲେ କୋର୍ଟରେ, କହିଲେ ମୋର ପିଲା ଦରକାର ନାହିଁ

ନୂଆଦିଲ୍ଲୀ: ୨୬ ସପ୍ତାହ ଗର୍ଭବତୀ ଥିବା ଜଣେ ମହିଳାଙ୍କୁ ଗର୍ଭ ନଷ୍ଟ କରିବାକୁ ଅନୁମତି ଦେଇଛନ୍ତି ବମ୍ବେ ହାଇକୋର୍ଟ। ଶିଶୁଟି ଜୀବିତ ଜନ୍ମ କରାଯାଇ ପାରିବ ନାହିଁ ବୋଲି ଡାକ୍ତର କହିବା ପରେ କୋର୍ଟ ଏହି ନିଷ୍ପତି…

ସମୁଦ୍ର ଭିତରେ ମିଳିଲା ବିଶାଳକାୟ ଜଙ୍ଗଲ: ଆକାରରେ ଭାରତର କ୍ଷେତ୍ରଫଳରୁ ଦୁଇଗୁଣା

ନୂଆଦିଲ୍ଲୀ: ଆମାଜନ, ବୋର୍ଣ୍ଣିଓ, କଙ୍ଗୋ, ଡେନଟ୍ରି । ଭୁପୃଷ୍ଠରେ ଥିବା ଏହା ଦୁନିଆର ସବୁଠୁ ବଡ଼ ଏବଂ ପ୍ରସିଦ୍ଧ ଜଙ୍ଗଲ  । କିନ୍ତୁ ଆପଣଙ୍କୁ ପାଣି ତଳେ ଥିବା କେତେ ଜଙ୍ଗଲ ବିଷୟରେ ଜଣା ଅଛି । ସମୁଦ୍ର ଭିତରେ ବଡ଼ ବଡ଼…

IRCTC ର ନବରାତ୍ରି ଉପହାର: ରେଳ ଯାତ୍ରୀଙ୍କୁ ଟ୍ରେନରେ ମିଳିବ ସ୍ୱତନ୍ତ୍ର ବ୍ରତ ଥାଳି

ନୂଆଦିଲ୍ଲୀ: ଆଇଆରସିଟିସି ଯାତ୍ରୀଙ୍କ ସୁବିଧାକୁ ବିଶେଷ ଧ୍ୟାନ ଦେଇଥାଏ । ପର୍ବପର୍ବାଣୀ ସମୟରେ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ବଢ଼ିଥାଏ । ଏମିତିରେ ଯାତ୍ରୀଙ୍କୁ ଯେପରି କୌଣସି ପ୍ରକାର ଅସୁବିଧା ନହେଉ ଏହାକୁ ନେଇ ମଧ୍ୟ…

ମେକ୍ସିକୋରୁ ଆସି ଭାରତରେ ବିବାହ କଲେ ଦମ୍ପତ୍ତି: କହିଲେ ଭାରତୀୟ ପରମ୍ପରାରେ ହୋଇଥିଲେ ଅନୁପ୍ରାଣିତ…

ନୂଆଦିଲ୍ଲୀ: ଜଣେ ମେକ୍ସିକାନ୍ ଦମ୍ପତ୍ତି ପରସ୍ପରକୁ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି । ସେମାନେ ଆଜି ଆଗ୍ରା ତାଜ୍ ମହଲ ବୁଲିବା ପରେ ବିବାହ କରିଛନ୍ତି । ଉଭୟ ତାଜ୍ ନଗରୀର ଶିବ ମନ୍ଦିରରେ ବିବାହ…

ଏଣିକି ୨ ନୁହେଁ ଦେଖିବାକୁ ପଡ଼ିବ ୫ ବିଜ୍ଞାପନ: କରିପାରିବେନି ସ୍କିପ୍…

ନୂଆଦିଲ୍ଲୀ: ୟୁଟ୍ୟୁବରେ ଭିଡିଓ ଦେଖିବା କାହାକୁ ବା ପସନ୍ଦ ନୁହେଁ । ସମସ୍ତେ ନିଜ ମନ ପସନ୍ଦର ଭିଡିଓ ଦେଖିବାକୁ YouTube କୁ ପ୍ରାଥମିକତା ଦେଉଥାନ୍ତି । ଆଉ ଏକ  ବଡ଼ କଥା ହେଉଛି ୟୁଟ୍ୟବ୍ ରେ ମାଗଣାରେ ଅନେକ ଭିଡିଓ…

ସୂର୍ଯ୍ୟର ରଙ୍ଗ ହଳଦିଆ ନାଁ ଧଳା ? ନିଶ୍ଚିତ କଲେ ନାସାର ପୂର୍ବତନ ମହାକାଶଚାରୀ!

ନୂଆଦିଲ୍ଲୀ: ସୂର୍ଯ୍ୟ ହଳଦିଆ କି ଧଳା? ଦୀର୍ଘ ଦିନର ବିବାଦ ପରେ ନାସାର ପୂର୍ବତନ ମହାକାଶଚାରୀ ସ୍କଟ କେଲିଙ୍କର ଏକ ଉତ୍ତର ଏହାକୁ ନିଶ୍ଚିତ କରିଛି। ଏହି ଖବର ଶୁଣି ଜଣେ ବିସ୍ମିତ ହେବା ସ୍ୱାଭାବିକ। କାରଣ ଆମେ…