fbpx

ବିଶେଷଜ୍ଞ କମିଟି ଗଠନ କଲା CBSE

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସିବିଏସଇ ଦଶମ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଅଭିଯୋଗ ଘଟଣାରେ ବିଶେଷଜ୍ଞ କମିଟି ଗଠନ କରିଛି ସିବିଏସଇ । ଅନୁଧ୍ୟାନ ପାଇଁ ବିଶେଷଜ୍ଞ କମିଠି ଗଠନ କରିଛି ସିବିଏସଇ । ପ୍ରଶ୍ନପତ୍ର ଓ ଉତ୍ତରରେ ସାମଞ୍ଜସ୍ୟ ନଥିବାରୁ ଅସନ୍ତୁଷ୍ଟ ଅଛନ୍ତି ଶିକ୍ଷାର୍ଥୀ । ୨୪ ଘଣ୍ଟା ମଧ୍ୟରେ ବିଶେଷଜ୍ଞ କମିଟି ରିପୋର୍ଟ ଆଧାରରେ ପଦକ୍ଷେପ ଗ୍ରହଣ କରାଯିବ ।

Get real time updates directly on you device, subscribe now.