କାଲି ପ୍ରକାଶ ପାଇବ CBSEର ଉଭୟ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ!

ନୂଆଦିଲ୍ଲୀ: କାଲି ପ୍ରକାଶ ପାଇପାରେ ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳ ।

ଦିନ ୧୦ଟାବେଳେ ଫଳ ପ୍ରକାଶ ପାଇପାରେ । ୧୦ମ ଶ୍ରେଣୀରେ ୨୪ ଲକ୍ଷ ୧୨ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଦ୍ୱାଦଶରେ ୧୭ ଲକ୍ଷ ୮୮ ହଜାର ପିଲା ପରୀକ୍ଷା ଦେଇଛନ୍ତି ।

ପରୀକ୍ଷା ଫଳ ପ୍ରକାଶ ନେଇ ସିବିଏସଇ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ପୂବ ଖବର ମୁତାବକ ମେ ମାଓ ଦ୍ୱିତୀୟ ସପ୍ତାହରେ ରେଜଲ୍ଟ ବାହାରିବା ନେଇ ସୂଚନା ପ୍ରକାଶ କରାଯାଇଥିଲା ।