fbpx

୧୮ରେ ପୁଣି କେନ୍ଦ୍ର-କୃଷକ ବୈଠକ

ନୂଆଦିଲ୍ଲୀ,୮ ।୧: କେନ୍ଦ୍ରର ନୂଆ କୃଷି ଆଇନକୁ ନେଇ ସରକାର-କୃଷକଙ୍କ ମଧ୍ୟରେ ଟଣାଓଟରା ଚାଲିଛି । ଏହାରି ମଧ୍ୟରେ ଦିଲ୍ଲୀରେ ସରକାର-କୃଷକଙ୍କ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ କଥାବର୍ତ୍ତା ଶେଷ ହୋଇଛି । ଆଜି ବି ବୈଠକରୁ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ । ୩ଟି କୃଷି ଆଇନର ପ୍ରତ୍ୟାହାର ଦାବିରେ କୃଷକ ସଙ୍ଗଠନ ଅଟଳ ରଖିଥିଲେ । ଜାନୁଆରୀ ୧୫ରେ ପୁଣି କେନ୍ଦ୍ର-କୃଷକ ବୈଠକ ଆୟୋଜିତ ହେବ । ଆଜିର ବୈଠକରେ ସାମିଲ ହୋଇଥିବା ୪୦ଟି ଚାଷୀ ସଙ୍ଗଠନ ହୋଇଥିଲେ । ଏହି ବୈଠକ ବିଜ୍ଞାନ ଭବନରେ ଚାଲିଥିଲା, ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ ପୀୟୂଷ ଗୋୟଲ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.