ଗଣେଶ ମଂଗଳାଷ୍ଟକମ୍ ମନ୍ତ୍ର ଜପିଲେ ସବୁ କାମରେ ମିଳିବ ସଫଳତା, ଗଣେଶଙ୍କର ବର୍ଷିବ କୃପା
ଗଣେଶଙ୍କୁ ବୁଧବାର ଦିନ ପୂଜାର୍ଚ୍ଚନା କରାଯାଇଥାଏ, ତେବେ ଏହି ଦିନ ପଢନ୍ତୁ ଗଣେଶ ମଂଗଳାଷ୍ଟକମ୍ ମନ୍ତ୍ର, ସବୁ ବିପଦ ହେବ ଦୂର
ଓଡ଼ିଶା ଭାସ୍କର: ଆଜି ବୁଧବାର। ଜ୍ୟେତିଷଶାସ୍ତ୍ର ଅନୁଯାୟୀ, ବୁଧବାର ଦିନ ଗଣେଶଙ୍କୁ ପୂଜା କରିବା ଦ୍ୱାରା ଅନେକ ଫଳପ୍ରାପ୍ତି କରିପାରିବେ। ଏହି ଦିନ ଗଣେଶଙ୍କର ବିଶେଷ ପୂଜା ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ମନ୍ତ୍ର ପଢିବା ଦ୍ୱାରା ଗଣେଶଙ୍କର କୃପା ଲାଭ ମିଳିଥାଏ।
ଗଜାନନାୟ ଗାଂଗେୟସହଜାୟ ସଦାତ୍ମନେ ।
ଗୌରୀପ୍ରିୟ ତନୂଜାୟ ଗଣେଶାୟାସ୍ତୁ ମଂଗଳମ୍ ॥ 1 ॥
ନାଗୟଜ୍ଞୋପଵୀଦାୟ ନତଵିଘ୍ନଵିନାଶିନେ ।
ନଂଦ୍ୟାଦି ଗଣନାଥାୟ ନାୟକାୟାସ୍ତୁ ମଂଗଳମ୍ ॥ 2 ॥
ଇଭଵକ୍ତ୍ରାୟ ଚେଂଦ୍ରାଦି ଵଂଦିତାୟ ଚିଦାତ୍ମନେ ।
ଈଶାନପ୍ରେମପାତ୍ରାୟ ନାୟକାୟାସ୍ତୁ ମଂଗଳମ୍ ॥ 3 ॥
ସୁମୁଖାୟ ସୁଶୁଂଡାଗ୍ରାତ୍-କ୍ଷିପ୍ତାମୃତଘଟାୟ ଚ ।
ସୁରବୃଂଦ ନିଷେଵ୍ୟାୟ ଚେଷ୍ଟଦାୟାସ୍ତୁ ମଂଗଳମ୍ ॥ 4 ॥
ଚତୁର୍ଭୁଜାୟ ଚଂଦ୍ରାର୍ଧଵିଲସନ୍ମସ୍ତକାୟ ଚ ।
ଚରଣାଵନତାନଂତତାରଣାୟାସ୍ତୁ ମଂଗଳମ୍ ॥ 5 ॥
ଵକ୍ରତୁଂଡାୟ ଵଟଵେ ଵନ୍ୟାୟ ଵରଦାୟ ଚ ।
ଵିରୂପାକ୍ଷ ସୁତାୟାସ୍ତୁ ମଂଗଳମ୍ ॥ 6 ॥
ପ୍ରମୋଦମୋଦରୂପାୟ ସିଦ୍ଧିଵିଜ୍ଞାନରୂପିଣେ ।
ପ୍ରକୃଷ୍ଟା ପାପନାଶାୟ ଫଲଦାୟାସ୍ତୁ ମଂଗଳମ୍ ॥ 7 ॥
ମଂଗଳଂ ଗଣନାଥାୟ ମଂଗଳଂ ହରସୂନନେ ।
ମଂଗଳଂ ଵିଘ୍ନରାଜାୟ ଵିଘହର୍ତ୍ରେସ୍ତୁ ମଂଗଳମ୍ ॥ 8 ॥
ଶ୍ଲୋକାଷ୍ଟକମିଦଂ ପୁଣ୍ୟଂ ମଂଗଳପ୍ରଦ ମାଦରାତ୍ ।
ପଠିତଵ୍ୟଂ ପ୍ରୟତ୍ନେନ ସର୍ଵଵିଘ୍ନନିଵୃତ୍ତୟେ ॥
॥ ଇତି ଶ୍ରୀ ଗଣେଶ ମଂଗଳାଷ୍ଟକମ୍ ॥