fbpx

ହାଇୱେ ପାଟ୍ରୋଲିଂର ଶୁଭାରମ୍ଭ

ବାଲେଶ୍ୱର,୧ ।୨(ଓଡିଶା ଭାସ୍କର): ବାଲେଶ୍ୱର ଜାତୀୟ ରାଜପଥରେ ହାଇୱେ ପାଟ୍ରୋଲିଂର ଶୁଭାରମ୍ଭ ହୋଇଛି । ରୁପସାରୁ ଶେରଗଡ ଟୋଲଗେଟ ଯାଏଁ ହାଇୱେ ପାଟ୍ରୋଲିଂ ହେବ । ଭିଡିସ କନଫରେନ୍ସିଂ ଜରିଆରେ ପାଟ୍ରୋଲିଂ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.