fbpx

ମୁଖ୍ୟମନ୍ତ୍ରୀଙ୍କ ୫୦୦ କୋଟିର ସହରାଞ୍ଚଳ ପ୍ୟାକେଜ; ଜୁନ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ

Advertisement

ଭୁବନେଶ୍ୱର: ସହାରାଞ୍ଚଳ ରାସ୍ତାଘାଟ ଓ ନର୍ଦ୍ଦମା ମରାମତି ପାଇଁ ୫୦୦ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ମରାମତି ସହ ଉନ୍ନତୀକରଣ ପାଇଁ ଖର୍ଚ୍ଚ ହେବ ଏହି ରାଶି । ବର୍ଷା ଯୋଗୁଁ ସହରାଞ୍ଚଳର ରାସ୍ତା କ୍ଷତିଗ୍ରସ୍ତ ହୋଇଥିବାରୁ ମରାମତି ହେବ । ତେବେ ଆସନ୍ତା ମୌସୁମୀ ଋତୁ ପୂର୍ବରୁ କାର୍ଯ୍ୟ ଶେଷ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.