fbpx

ସୁନାବେଶ ଅବସରରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨/୭(ଓଡିଶା ଭାସ୍କର): ଆଜି ମହାପ୍ରଭୁଙ୍କ ସୁନାବେଶ। ଗତକାଲି ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରୁ ବାହୁଡିଥିଲେ। ଆଜି ମହାପ୍ରଭୁଙ୍କ ସୁନାବେଶ ଅବସରରେ ସମସ୍ତଙ୍କୁ  ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣା ଆମ ସମସ୍ତଙ୍କୁ କୋଭିଡ-୧୯ ସହ ଲଢ଼ିବାକୁ ପ୍ରେରଣା ଯୋଗାଇବା ସହ ଜୀବନରେ ସୁଖ ଓ ସମୃଦ୍ଧି ଆଣି ଦେଉ ବୋଲି ସେ କହିିିଛନ୍ତି।

Get real time updates directly on you device, subscribe now.