• Likes
  • Followers
  • Subscribers
  • Followers
  • Android App
  • Wednesday, August 27, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ଗଣେଶ ପୂଜାରେ ଚାଷୀଙ୍କୁ ବଡ଼ ଉପହାର; ଖାତାକୁ ଗଲା ସିଏମ କିଷାନ ଟଙ୍କା, ଚେକ କରନ୍ତୁ ଆକାଉଣ୍ଟ୍

ଗଣେଶ ପୂଜାରେ ଚାଷୀଙ୍କୁ ବଡ଼ ଉପହାର; ଖାତାକୁ ଗଲା ସିଏମ କିଷାନ ଟଙ୍କା, ଚେକ କରନ୍ତୁ ଆକାଉଣ୍ଟ୍

ଖାତାକୁ ଗଲା ସିଏମ କିଷାନ ଟଙ୍କା, ଚେକ କରନ୍ତୁ ଆକାଉଣ୍ଟ୍ ।

By Seema Mohapatra Last updated Aug 27, 2025 at 1:43 PM
Share

ଓଡ଼ିଶା ଭାସ୍କର: ଚାଷୀଙ୍କୁ ରାଜ୍ୟ ସରକାରଙ୍କ ନୂଆଁଖାଇ ଭେଟି । ଚାଷୀଙ୍କୁ ମିଳିଲା ସିଏମ କିଷାନ କିସ୍ତି ଟଙ୍କା । ତୃତୀୟ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା 2 ହଜାର ଲେଖାଏଁ ଟଙ୍କା । 1 ହଜାର 41 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କଲେ ରାଜ୍ୟ ସରକାର । ଏଥିରେ 51 ଲକ୍ଷ 54 ହଜାର 115 ଜଣ ଚାଷୀ ଉପକୃତ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସରକାରଙ୍କ ସିଏମ୍‌-କିଷାନ ଯୋଜନାର ତୃତୀୟ କିସ୍ତି ପ୍ରଦାନ କରିଛନ୍ତି।  ଓୟୁଏଟି ସ୍ଥିତ କୃଷିଶିକ୍ଷା ସଦନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ୍ କିଷାନର ତୃତୀୟ କିସ୍ତି ପ୍ରଦାନ କରିଛନ୍ତି । ୨୮ ତାରିଖରେ ‘ନୂଆଁଖାଇ’ ପଡ଼ୁଥିବାରୁ ତାର ପୂର୍ବ ଦିନ ଏହା ପ୍ରଦାନ କରାଯାଇଛି।

ପ୍ରତି ଚାଷୀଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ୨ ହଜାର ଟଙ୍କା ଲେଖାଏଁ ପଠାଯାଇଛି। ଏହାଦ୍ବାରା ଓଡ଼ିଶାର ୫୨ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଉପକୃତ ହୋଇଛନ୍ତି। ଏହି ଯୋଜନାରେ ରାଜ୍ୟ ସରକାର ଦୁଇଟି କିସ୍ତିରେ ୪ହଜାର ଟଙ୍କା ପ୍ରଦାନ କରିଥାନ୍ତି।

ଆହୁରି ପଢନ୍ତୁ

ବିଧବା ଭାଉଜକୁ ଏକୁଟିଆ ଦେଖି ଦୁଷ୍କର୍ମ…

କାଳିଆ ମନ୍ଦିରରେ ପୁଣି କିଏ ମୋବାଇଲ ଧରି…

୨୦୨୫-୨୬ ରବି ଋତୁରେ ପ୍ରାରମ୍ଭିକ କୃଷି କାର୍ଯ୍ୟ ପାଇଁ ଏହା ବିଶେଷ ସହାୟକ ହେବ ବୋଲି କୁହାଯାଇଛି।

Share

Prev Post

ମଞ୍ଚ ଉପରେ ଚେତାଶୂନ୍ୟ ହୋଇଗଲେ ଅଭିନେତା, ଆସିଲା ହାର୍ଟ ଆଟାକ୍…ନେଇ ପାରୁନାହାନ୍ତି ନିଶ୍ବାସ

Next Post

ଶସ୍ତା ଶସ୍ତା ଶସ୍ତା…ଖାଦ୍ୟଠୁ ପୋଷାକ ପର୍ଯ୍ୟନ୍ତ ସବୁ ହେବ ଶସ୍ତା; ଦିୱାଲି ଉପହାର ଦେବେ ସରକାର, ଜାଣନ୍ତୁ ତାଲିକାରେ କଣ ସବୁ ରହିଛି…

You might also like More from author
Top Stories

ବିଧବା ଭାଉଜକୁ ଏକୁଟିଆ ଦେଖି ଦୁଷ୍କର୍ମ କରିବାକୁ ଚେଷ୍ଟା କଲା ଦିଅର, ଶାଶୁ-ଶ୍ବଶୁର ବି କଲେ ସମର୍ଥନ

Breaking News

କାଳିଆ ମନ୍ଦିରରେ ପୁଣି କିଏ ମୋବାଇଲ ଧରି ପଶିଲା, ଗର୍ଭଗୃହରେ ଫଟୋ ଉଠାଉଥିବା ବେଳେ ଧରାପଡ଼ିଲେ

Breaking News

ଶସ୍ତା ଶସ୍ତା ଶସ୍ତା…ଖାଦ୍ୟଠୁ ପୋଷାକ ପର୍ଯ୍ୟନ୍ତ ସବୁ ହେବ ଶସ୍ତା; ଦିୱାଲି ଉପହାର ଦେବେ…

Top Stories

ମଞ୍ଚ ଉପରେ ଚେତାଶୂନ୍ୟ ହୋଇଗଲେ ଅଭିନେତା, ଆସିଲା ହାର୍ଟ ଆଟାକ୍…ନେଇ ପାରୁନାହାନ୍ତି ନିଶ୍ବାସ

Top Stories

ଆଶ୍ଚର୍ଯ୍ୟ ଲାଗିଲେ ବି ସତ! ଏହି ଦେଶରେ ଗର୍ଭବତୀ ହେବାକୁ ଭୟ କରନ୍ତି ମହିଳା

Breaking News

ଗିରଫ ହେଲେ ସହକାରୀ ଟ୍ୟାକ୍ସ କମିଶନର ସରିତା ବାରିକ, ୨୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଲା…

Prev Next
Advertisement
ADVERTISEMENT
Odisha Bhaskar

Recent Posts

ବିଧବା ଭାଉଜକୁ ଏକୁଟିଆ ଦେଖି ଦୁଷ୍କର୍ମ…

କାଳିଆ ମନ୍ଦିରରେ ପୁଣି କିଏ ମୋବାଇଲ ଧରି…

ଶସ୍ତା ଶସ୍ତା ଶସ୍ତା…ଖାଦ୍ୟଠୁ ପୋଷାକ…

ଗଣେଶ ପୂଜାରେ ଚାଷୀଙ୍କୁ ବଡ଼ ଉପହାର; ଖାତାକୁ…

ମଞ୍ଚ ଉପରେ ଚେତାଶୂନ୍ୟ ହୋଇଗଲେ ଅଭିନେତା,…

ଆଶ୍ଚର୍ଯ୍ୟ ଲାଗିଲେ ବି ସତ! ଏହି ଦେଶରେ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ବିଧବା ଭାଉଜକୁ ଏକୁଟିଆ ଦେଖି ଦୁଷ୍କର୍ମ…

କାଳିଆ ମନ୍ଦିରରେ ପୁଣି କିଏ ମୋବାଇଲ ଧରି…

ଶସ୍ତା ଶସ୍ତା ଶସ୍ତା…ଖାଦ୍ୟଠୁ ପୋଷାକ…

ମଞ୍ଚ ଉପରେ ଚେତାଶୂନ୍ୟ ହୋଇଗଲେ ଅଭିନେତା,…

Prev Next 1 of 28,777
© 2025 - TK Digital All Rights Reserved.