ଦିଗପହଣ୍ଡି: ଦିଗପହଣ୍ଡିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ପରୀକ୍ଷା ଦେବାକୁ ଯାଇଥିବା ଛାତ୍ରୀ ନିଖୋଜ ଖବର ସାମ୍ନାକୁ ଆସିଛି ।
ଘର ଲୋକ ଏ ନେଇ ଥାନାରେ ଅପହରଣ ଅଭିଯୋଗ କରିଛନ୍ତି । କଲେଜକୁ ପରୀକ୍ଷା ଦେବାକୁ ଯାଇ ଫେରି ନାହାନ୍ତି ଛାତ୍ରୀ ।
ଗାଁ ଛକରେ ପଡ଼ିଛି ଛାତ୍ରୀଙ୍କ ସାଇକେଲ । ସ୍ଥାନୀରେ ପୋଲିସ ଷ୍ଟେଶନରେ ଅଭିଯୋଗ ପରେ ପୋଲିସର ସ୍ୱତନ୍ତ୍ର ଟିମ୍ ଛାତ୍ରୀଙ୍କୁ ଖୋଜିବାରେ ଳାଗିପଡ଼ିଥିବା ସୂଚନା ।
ସେପଟେ ପୋଲିସ କଲେଜରେ ପହଞ୍ଚି ପଚରାଉଚରା ଆରମ୍ଭ କରିଦେଇଛି ।