fbpx
BSKY SKY
BSKY SKY

ଆସନ୍ତାବର୍ଷରୁ ଆଦର୍ଶ ସ୍କୁଲରେ ବାଣିଜ୍ୟ ଷ୍ଟ୍ରିମ୍

BSKY

ଭୁବନେଶ୍ୱର, ୧୬।୧(ଓଡିଶା ଭାସ୍କର) : ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ସବୁ ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ଷ୍ଟ୍ରିମ୍ ରହିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆଦର୍ଶ ବିଦ୍ୟାଳୟର ସଫଳତା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଆର୍ଥିକ ଅନଗ୍ରସ ଛାତ୍ରଛାତ୍ରୀଙ୍କ ଲାଗି ଇଏସଡବ୍ଲୁ କୋଟାରେ ଆଡମିଶନ ମିଳିବ । ଇଏସଡବ୍ଲୁ କୋଟାରେ ଅନଲାଇନରେ ଆଡିମଶନ ହେବ । କିଛି ସ୍ଥାନରୁ ନାମଲେଖା ସମ୍ପର୍କିତ ଅନିୟମିତତା ପରେ ଏପରି ନିଷ୍ପତ୍ତି ନିଆଯାଇଛି । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକର୍ପିତ କରିବେ ।’

Get real time updates directly on you device, subscribe now.