ଭୁବନେଶ୍ୱର: କଂଗ୍ରେସ କରିବ ସଂକଳ୍ପ ପଦଯାତ୍ରା । ୧୮ରୁ ସଂକଳ୍ପ ପଦଯାତ୍ରା କରିବ କଂଗ୍ରେସ ।
ଭୁବନେଶ୍ୱରରୁ ଆରମ୍ଭ ହେବ ପଦଯାତ୍ରା । ବିମାନବନ୍ଦରରରୁ ଲିଙ୍ଗିପୁର ଓ ଲିଙ୍ଗିପୁରରୁ ପିପିଲି ଯାଏଁ ପଦଯାତ୍ରା ।
ପଦଯାତ୍ରାରେ ସାମିଲ ହେବେ ପିସିସି ସଭାପତି । କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ସାମିଲ ହେବେ ।
୧୯ରୁ ତେଇଶପୁର ପର୍ଯ୍ୟନ୍ତ ଯିବ ପଦଯାତ୍ରା । ଚନ୍ଦନପୁରରେ ରାତ୍ରିଯାପନ କରିବେ କଂଗ୍ରେସ ନେତା ।
୨୦ରୁ ପଦଯାତ୍ରା ଚନ୍ଦନପୁରରୁ ବାହାରି ବାଟମଙ୍ଗଳାରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ । ଅପରାହ୍ନରେ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ ଦାସ । ଓଡ଼ିଶାର ଉନ୍ନତି ଳକ୍ଷ୍ୟାରେ ପଦଯାତ୍ରା କରାଯାଉଥିବା କହିଲେ ପଦଯାତ୍ରା ଅଧ୍ୟକ୍ଷ ଦେବାଶିଷ ପଟନାୟକ ।