fbpx
BSKY SKY
BSKY SKY

BJD ପକ୍ଷରୁ ମହିଳା ପର୍ଯ୍ୟବେକ୍ଷକ ନିଯୁକ୍ତ; ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲ୍ଲାର ଦାୟିତ୍ୱ

BSKY

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ରାଜ୍ୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଞ୍ଜୁରୀ ସହିତ ୩୫ ଜଣଙ୍କୁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି । ଡ. ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ଖୋର୍ଦ୍ଧା ଓ କସ୍ତୁରୀ ମହାପାତ୍ରଙ୍କୁ ଭୁବନେଶ୍ୱରର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦିଆଯାଇଛି । ନିମ୍ନରେ ସମସ୍ତ ପର୍ଯ୍ୟବେକ୍ଷକଙ୍କ ତାଲିକା ପ୍ରକାଶ କରାଗଲା ।

ଡ. ଗୀତାଞ୍ଜଳି ବସ୍ତିଆ-ଗଞ୍ଜାମ
ବାସନ୍ତୀ ମାଝି-ବ୍ରହ୍ମପୁର
ଡ. ଲୋପାମୁଦ୍ରା ବକ୍ସିପାତ୍ର-ଖୋର୍ଦ୍ଧା
କସ୍ତୁରୀ ମହାପାତ୍ର- ଭୁବନେଶ୍ୱର
ସଞ୍ଜୁକ୍ତା ମହାନ୍ତି- କେନ୍ଦୁଝର
ଉମିଲତା ଦାସ- ମୟୁରଭଞ୍ଜ-୧
ସୁମିତ୍ରା ଜେନା- ମୟୁରଭଞ୍ଜ-୨
ପ୍ରଭାସିନୀ ଷଡଙ୍ଗୀ-କଟକ
ସାଇଶ୍ରୀ ପଟ୍ଟନାୟକ-କଟକ ସଦର
ଜ୍ୟୋତି ପାଣିଗ୍ରାହୀ-ସୁନ୍ଦରଗଡ
ସାଧନା ସାମନ୍ତରାୟ- ରାଉରକେଲା
ସ୍ନିଗ୍ଧା ପାଣିଗ୍ରାହୀ- ରାୟଗଡା
ବାସନ୍ତୀ ମହାପାତ୍ର- ବାଲେଶ୍ୱର
ରୁନୁ ଜେନା- ନୟାଗଡ
ସଞ୍ଜୁକ୍ତା ମହଲ- ଜଗତସିଂହପୁର
ନିବେଦିତା ମହାନ୍ତି- ମାଲକାନଗିରି
ମମତା ବିଷୋୟୀ- କନ୍ଧମାଳ
ନିବେଦିତା ନାୟକ- ସମ୍ବଲପୁର
ସବିତା ମହାପାତ୍ର- କେନ୍ଦ୍ରାପଡା
କଲ୍ୟାଣୀ ନାୟକ- ବଲାଙ୍ଗୀର
ପୁଷ୍ପାଞ୍ଜଳି ରାଣା-ଅନୁଗୁଳ
ଅନିମା କହଁର- କଳାହାଣ୍ଡି
ସନ୍ଧ୍ୟା ବିଶ୍ୱାଳ-ପୁରୀ
ପ୍ରଭାସିନୀ ନନ୍ଦ – ସୋନପୁର
ଭାରତୀ ସିଂ- ଯାଜପୁର
ମାଳତୀ ସାହୁ- ନୂଆପଡା
ମୀରା ପରିଡା-କୋରାପୁଟ
ଗୋପା ମହାନନ୍ଦ- ବରଗଡ
ଶୁଭଦ୍ରା ଦାସ- ଭଦ୍ରକ
ପୁଷ୍ପାଞ୍ଜଳି ପାଣ୍ଡେ-ନବରଙ୍ଗପୁର
ରଞ୍ଜୁଲତା ରାୟ- ଢେଙ୍କାନାଳ
ସନ୍ଧ୍ୟାରାଣୀ ଲାକ୍ରା- ଝାରସୁଗୁଡା
ଶିରା ମହାନ୍ତି-ବୌଦ୍ଧ
ଜୟଶ୍ରୀ ଦାସ- ଗଜପତି
ବନଜା ମହାନ୍ତି- ଦେବଗଡ

Get real time updates directly on you device, subscribe now.