fbpx
BSKY
BJD YOUTH SKY
BJD MS SKY

ଅକ୍ଟୋବରରୁ ଭାରତରେ ଦିଆଯିବ କୋଭାଭାକ୍ସ ଟିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅକ୍ଟୋବରରୁ ଭାରତରେ ଦିଆଯିବ କୋଭାଭାକ୍ସ ଟିକା । ପ୍ରାପ୍ତ ବୟସ୍କଙ୍କ ପାଇଁ ଅକ୍ଟୋବରରେ କୋଭାଭାକ୍ସ ଟିକା ଦିଆଯିବାକୁ ଥିବାବେଳେ, ୨୦୨୨ ପ୍ରଥମାର୍ଦ୍ଧରେ ପିଲାଙ୍କୁ ଟିକାକରଣ କରାଯାଇପାରେ । ଏନେଇ ସୂଚନା ଦେଇଛନ୍ତି ସେରମ ଇନଷ୍ଟିଚ୍ୟୁଟ ସିଇଓ ଆଦର ପୁନାୱାଲା ।

ସୂଚନାଯୋଗ୍ୟ, ବର୍ତ୍ତମାନ ଭାରତରେ ୩ଟି ଟିକାକୁ ଅନୁମତି ମିଳିଛି । ଭାରତ ବାୟୋଟେକର କୋଭାକ୍ସିନ, ସିରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଏବଂ ଋଷ ଟିକା ସ୍ଫୁଟନିକ ଭାରତରେ ବ୍ୟବହାର କରାଯାଉଛି । କୋଭାଭାକ୍ସକୁ ଅନୁମତି ମିଳିବା ପରେ ଏହା ଚତୁର୍ଥ ଟିକା ହେବ ।

Get real time updates directly on you device, subscribe now.