fbpx
BSKY
BJD YOUTH SKY
BJD MS SKY

କମିଲା କୋଭାକ୍ସିନ୍ ଟିକା ଦର

ନୂଆଦିଲ୍ଲୀ, ୨୮/୪(ଓଡ଼ିଶା ଭାସ୍କର) : ଆଜି ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ହେଉଥିବା ଟିକା କୋଭକ୍ସିନ୍ ର ଦର କମିଛି । କମ୍ପାନୀ ପକ୍ଷରୁ ଟିକାର ଦର କମାଇ ଦିଆଯାଇଛି । ପରିବର୍ତ୍ତିତ ଦର ଅନୁସାରେ ଏବେ ପ୍ରତି ରାଜ୍ୟକୁ ଟିକା ଡୋଜ୍ ପିଛା ୪୦୦ ଟଙ୍କାରେ ମିଳିବ ବୋଲି ଘୋଷଣା ହୋଇଛି । ଏହାପୁର୍ବରୁ କୋଭିସିଳଡ୍ ର ଦର ମଧ୍ୟ କମାଇ ଦିଆଯାଇଥିଲା । ସିରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଦରକୁ କମାଇ ଦିଆଯାଇଥିଲା । କୋଭିସିଲଡ୍ ଟିକା ବର୍ତ୍ତମାନ ରାଜ୍ୟ ମାନଙ୍କୁ ଡୋଜ୍ ପିଛା ୩୦୦ ଟଙ୍କା ରେ ଦେବ ବୋଲି ଘୋଷଣା କରିଥିଲା ।

Get real time updates directly on you device, subscribe now.