fbpx

ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍

ବ୍ରହ୍ମପୁର ୩୦/୧୧(ଓଡିଶା ଭାସ୍କର):ବ୍ରହ୍ମପୁରରେ ପହଁଚିଛି କ୍ରାଇମ୍ଇବ୍ରାଞ୍ଚର ୨ ଜଣିଆ ଟିମ । ଆକାଶ ପାଠକଙ୍କ ନାଁରେ ଆସିଥିବା ଚାକିରି ଦେବା ନାଁରେ ଠକେଇ ଅଭିଯୋଗର ହେବ ତଦନ୍ତ।  ଚାକିରୀ ଦେବା ନାଁରେ  କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ ଆକାଶଙ୍କ ନାଁରେ ହୋଇଥିଲା ସାଙ୍ଘାତିକ ଅଭିଯୋଗ।

Get real time updates directly on you device, subscribe now.