fbpx

କ୍ରିପ୍ଟୋ ମାର୍କେଟ୍‌ରେ ଅଭିବୃଦ୍ଧି, ୧.୧୭% ବଢ଼ିଲା ବିଟକଏନ୍

Advertisement

ମୁମ୍ବାଇ: ଶନିବାର ଦିନ କ୍ରିପ୍ଟୋ ମାର୍କେଟ୍‌ରେ ବୃଦ୍ଧି ପରିଲକ୍ଷିତ ହୋଇଛି । ବିଟକଏନ୍‌ ସନ୍ଧ୍ୟା ୫ଟା ବେଳେ ୧.୧୭% ବୃଦ୍ଧି ସହ ୨୯.୩୮ ଲକ୍ଷ ଟଙ୍କାର କାରବାର କରିଛି । ଏହି ସମୟରେ ଏହାର ମୂଲ୍ୟ ୩୩ହଜାରରୁ ଅଧିକ ରହିଥିଲା । ସେହିପରି ଇଥିରିୟମ ଗତ ୨୪ ଘଣ୍ଟାରେ ୦.୯୪ ପ୍ରତିଶତ ବୃଦ୍ଧି ଘଟିଛି । ଏହା ୨ହଜାର ୩୯ ଟଙ୍କା ବୃଦ୍ଧି ପାଇ ୨.୧୯ ଲକ୍ଷ ଟଙ୍କାରେ ପହଞ୍ଚିଛି । ଏହାବାଦ୍‌ ଦେଦର, କାରଡାନୋ ଓ ୟୁଏସ୍‌ଡି କଏନ୍‌ ସମେତ ଅନ୍ୟ କ୍ରିପ୍ଟୋ କରେନ୍ସିରେ ବି ବୃଦ୍ଧି ପରିଲକ୍ଷିତ ହୋଇଛି ।

Get real time updates directly on you device, subscribe now.