fbpx

ପୋଲିସକୁ ଧକ୍କା ଦେଇ ଦୁର୍ଦ୍ଦାନ୍ତ ଅପରାଧୀ ଚମ୍ପଟ

କଟକ,୧୨ ।୧୧(ଓଡିଶା ଭାସ୍କର): କଟକ ସଦର ଥାନା ପରିସରରେ ପୋଲିସ ହେପାଜତରୁ ଚମ୍ପଟ ମାରିଲା ଅପରାଧୀ । କନେଷ୍ଟବଳଙ୍କୁ ଧକ୍କା ମାରି ଦୁର୍ଦ୍ଦାନ୍ତ ଅପରାଧୀ ଜୁଗା ଖାନ୍ ଫେରାର ହୋଇଛି । ଦାଦାବଟି ଅଭିଯୋଗରେ କାଲି ସ୍ପେଶାଲ ସ୍କ୍ୱାର୍ଡ ଓ ସଦର ଥାନା ପୋଳିସ ଜୁଗାକୁ ଗିରଫ କରିଥିଲେ । କିନ୍ତୁ ଥାନା ପରିସରରେ ପୋଲିସକୁ ଧକ୍କାମାରି ଖସି ପଳାଇଛି ଅପରାଧୀ ।

Get real time updates directly on you device, subscribe now.