fbpx

ବଦଳିବ ଲକ୍ଷ୍ମୀ ବସର ନାମ, ପରିବହନ ମନ୍ତ୍ରୀଙ୍କ ସୂଚନା

Advertisement

ଭୁବନେଶ୍ୱର: ଆଜି ଲକ୍ଷ୍ମୀ ବସର ନାମ ପରିବର୍ତ୍ତନ ନେଇ ପରିବହନ ବିଭାଗର ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି । ଏହି ବସର ନାମକୁ ବଦଳାଇ ମୁଖ୍ୟମନ୍ତ୍ରୀ ବସ ସେବା କରାଯିବ । ଏହାକୁ ଶିଘ୍ର କାର୍ଯ୍ୟକାରୀ କରାଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ଠିକ ଭାବରେ ଲୋକମାନଙ୍କୁ ବସ ସେବାକୁ ଯୋଗେଇଦେବା ପାଇଁ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଜେନା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.