fbpx

Big Breaking; ବିଜେପିରେ ସାମିଲ ହେବେ ଦେବାଶିଷ ନାୟକ: ଇସ୍ତଫା ପରେ BJP କାର୍ଯ୍ୟାଳୟରେ ପହଞ୍ଚିଲେ

Advertisement

ଭୁବନେଶ୍ୱର: ରାଜନୀତି ଦୁନିଆରେ ଏବେ ଆଉ ଏକ ବଡ଼ ଚାଲ୍ ଦେଖାଯାଇଛି । ବିଜୁ ଜନତା ଦଳର ବରିଷ୍ଠ ନେତା ଦେବାଶିଷ ନାୟକ ଅଚାନକ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପରେ ଦେବାଶିଷ ଆଗାମୀ ନିର୍ବାଚନ ପୂର୍ବରୁ ପଦ୍ମ ଧରିବେ ବୋଲି ଜଣାଯାଇଛି । ଏଥିପାଇଁ ସେ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ସାରିଛନ୍ତି । କିଛି ସମୟ ମଧ୍ୟରେ ବିଜେପି ଦଳରେ ସାମିଲ ହେବାକୁ ଯାଉଛନ୍ତି । ବିଜେପିର ମିଶ୍ରଣ ପର୍ବରେ ସାମିଲ ହୋଇ ଯଥାରୀତି ବିଜେପି ଦଳର ସଦସ୍ୟ ହୋଇଛନ୍ତି ବରୀ ନିବ;ର୍ାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ ।

Get real time updates directly on you device, subscribe now.