fbpx

ଆଜିି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ କରୋନା ପରୀକ୍ଷା

Advertisement

ନୂଆଦିଲ୍ଲୀ,୯/୬: ଆଜିି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କରୋନା ପରୀକ୍ଷା କରାଯିବ। ତାଙ୍କର ସାମାନ୍ୟ ଜ୍ୱର ଓ ଗଳାରେ କଷ୍ଟ ଅନୁଭବ ହେଇ ଅସୁସ୍ଥ ଅଛନ୍ତି। ଏହାସବୁ କରୋନା ଲକ୍ଷଣ ହୋଇଥିବାରୁ ସେ ଘରେ ସଙ୍ଗରୋଧରେ ରହିଛନ୍ତି । ତେଣୁ ଆଜି କେଜରିୱାଲଙ୍କ କରୋନା ପରୀକ୍ଷା କରାଯିବ । ସେ ଗତ ୭ରେ କ୍ୟାବିନେଟ ବୈଠକରେ ଯୋଗ ଦେଇଥିଲେ । ବୈଠକରେ ସାମିଲ ଥିବା ବ୍ୟକ୍ତିଙ୍କୁ କାହା ସହ ନ ମିଶିବାକୁ ସେ ପରାମର୍ଶ ଦେଇଛନ୍ତି ।

 

Get real time updates directly on you device, subscribe now.