ବିରଜା ପୀଠରେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ, ୨ ଦୁର୍ବୃତ୍ତଙ୍କ ନା’ରେ ଅଭିଯୋଗ

ଦଶରଥପୁର: ଦିଲ୍ଲୀରୁ ଆସିଥିବା ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ସାମ୍ନାକୁ ଆସିଛି । ଓଡ଼ିଶା ବୁଲିବାକୁ ଆସିଥିବାବେଳେ ଅସଦାଚରଣ କରିଥିବା ସୂଚନା ।

ବିରଜା ପୀଠ ଦର୍ଶନ କରି ଫେରୁଥିବା ବେଳେ ଅସଦାଚରଣ । ୨ ଦୁର୍ବୃତ୍ତ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

ଦଶରଥପୁର ଥାନଦା ଭଦ୍ରଖ ପଡ଼ିଆରେ ଅସଦାଚରଣ ଅଭିଯୋଗ ।