fbpx

Breaking…ଦେବଗଡ଼ରେ ଚାଞ୍ଚଲ୍ୟକର ଘଟଣା; ଜନଗହଳି ପୂର୍ଣ୍ଣ ମାର୍କେଟରୁ ନାବାଳିକାକୁ ଅପହରଣ

ଦେବଗଡ଼: ଦେବଗଡ଼ ମେନ୍‌ ମାର୍କେଟରେ ୬/୭ ବର୍ଷର ଝିଅକୁ ଅପହରଣ ହୋଇଥିବା ଅଭିଯୋଗ। ପଲସରରେ ଆସିଥିବା ୨ ଦୁର୍ବୃତ୍ତ ନାବାଳିକାକୁ ଉଠାଇ ନେଇଥିବା ସୂଚନା। ନିଜ ଆଈ ସହ ଟ୍ୟୁସନରୁ ଫେରିବା ବେଳେ ଉଠାଇ ନେଲେ ଦୁର୍ବୃତ୍ତ। ଅପହରଣ ହୋଇଥିବା କୁନି ଝିଅ ଦେବଗଡ଼ର ଜଣେ କପଡ଼ା ବ୍ୟବସାୟୀଙ୍କ ନାତୁଣୀ। ତେବେ ଅପହରଣର କାରଣ ଅସ୍ପଷ୍ଟ।

Get real time updates directly on you device, subscribe now.