fbpx

ଡିଜିପି ଡିସ୍କ ପୁରସ୍କାର ଘୋଷିତ; ୧୦୦ ପୋଲିସ୍ ପାଇବେ ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୧ ମସିହା ପାଇଁ ଘୋଷଣା ହେଲା ଡିଜିପି ଡିସ୍କ ପୁରସ୍କାର । ସ୍ୱାଧୀନତା ଦିବସ ଅବସରରେ ୧୦୦ ପୋଲିସ୍ ପାଇବେ ପୁରସ୍କାର । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ବଲାଙ୍ଗୀର ଏସପି ନୀତୀନ କୌଶଲକର ପାଇବେ ଡିଜିପି ଡିସ୍କ ପୁରସ୍କାର । ସେହିପରି କଳାହାଣ୍ଡି ଏସପି ଶ୍ରବଣ ବିବେକ, କଟକ ଏଆଇଜି ଅନିଲ ପାତ୍ର ବି ପାଇବେ ପୁରସ୍କାର । ମାଲକାନଗିରି ଚତୁର୍ଥ ବାଟାଲିଅନ କମାଣ୍ଡାଣ୍ଟ ଦୁର୍ବାସା ନାୟକ ମଧ୍ୟ ରହିଛନ୍ତି ତାଲିକାରେ ।

Get real time updates directly on you device, subscribe now.